ପାକ୍ର ବଡ଼ ଷଡ଼ଯନ୍ତ୍ର: ପିଓକେରେ ପୁଣି ଆତଙ୍କୀ କ୍ୟାମ୍ପ, ନିର୍ମାଣ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜିର ହାଇଟେକ୍…
ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ପହଲଗାମ୍ ଆତଙ୍କୀ ଆକ୍ରମଣର ଜବାବରେ ଗତ ମେ ମାସରେ ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିଥିଲା। ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା। ତଥାପି ଭାରତ ବିରୋଧରେ ପାକିସ୍ତାନ…