Donald Trump Mock Funeral: ଟାରିଫ୍ ଚାପ ଭିତରେ ସରିଲା ଟ୍ରମ୍ପଙ୍କ ‘ଶେଷ ସଂସ୍କାର’, ପ୍ରତିକାତ୍ମକ…
ଭୋପାଳ: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ନୀତି ପାଇଁ ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସବୁଠି ସମାଲୋଚିତ ହେଉଥିବା ବେଳେ ଟ୍ରମ୍ପଙ୍କ ଉପରେ କ୍ରୋଧିତ ଅଛନ୍ତି ଭାରତର ଲୋକମାନେ । ଭାରତର ଲୋକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଏତେ କ୍ରୋଧିତ ଯେ ସେମାନେ…