Latest Odisha News

BREAKING NEWS

EX PEO Arrest: ୭ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

ଯାଜପୁର: ଭିଜିଲାନ୍ସ ଜାଲରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ । ସୁକିନ୍ଦା ବ୍ଲକର ପିମ୍ପୁଡ଼ିଆ ପଞ୍ଚାୟତରେ ବାର୍ଦ୍ଧକ୍ୟ ପେନସନ (OAP) ହିତାଧିକାରୀଙ୍କ ପାଇଁ ଭତ୍ତା ଟଙ୍କା ହଡପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ…

Mahanadi: ମହାନଦୀ ଜଳ ବିବାଦ: ଡିସେମ୍ବରରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବସିପାରେ ବୈଠକ

ଭୁବନେଶ୍ବର: ମହାନଦୀ ସମସ୍ୟାର ସମାଧାନ ଦିଗରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆଲୋଚନା ଆଗକୁ ବଢ଼ିଛି । ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଦୀର୍ଘ ଦିନର ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ଅନୁଷ୍ଠିତ ଏକ ଫଳପ୍ରଦ ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ଶାସନ…

Inspectors And SI: ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତା ବୃଦ୍ଧି; ଏଣିକି ଏହି ସବୁ….

ଭୁବନେଶ୍ୱର: ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାରେ ବୃଦ୍ଧି ହୋଇଛି । ଏଣିକି ସେମାନେ ଏସସି/ଏସଟି ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ । ଏହା ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିବାବେଳେ, ଏବେ…

Baba Vanga: ସତ ହେଲାଣି ଏତେ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: 1911 ମସିହାରେ ବୁଲଗେରିଆରେ ଜନ୍ମ ନେଇଥିବା ବାବା ଭେଙ୍ଗା ପିଲା ଦିନରୁ ନିଜ ଦୃଷ୍ଟିଶକ୍ତି ହରାଇଥିଲେ। ତେବେ ବିନା ଆଖିରେ ବିଶ୍ବକୁ ନେଇ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ଦ୍ବିତୀୟ ବିଶ୍ବଯୁଦ୍ଧ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର…

Bhitarkanika National Park: ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ୪ଟି ସ୍ଥାନରେ ଗଣାହେବେ

କେନ୍ଦ୍ରାପଡା: ଆଜିଠୁ ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୩ ଦିନ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପକ୍ଷୀ ଗଣନା କରାଯିବ । ଏଥିପାଇଁ ୩ଟି ଟିମ୍ ଗଠନ…

ଆମେରିକା ସହ ଲଢିବାକୁ ପ୍ରସ୍ତୁତ ସତ୍ୟ ସାଇଙ୍କ ଭକ୍ତ !

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ ଆମେରିକା ସେନା। ତେଲ ଉତ୍ପାଦନକାରୀ ଏହି ଦେଶ ନିକଟରେ ଆମେରିକା ପ୍ରାୟ ପ୍ରତିଦିନ ସେନା ଉପସ୍ଥିତି ବଢାଇବାରେ ଲାଗିଛି। ଶୁକ୍ରବାର ରାତିରେ ଆଟଲାଣ୍ଟିକ ମହାସାଗର ଆଡକୁ ଆମେରିକା ଯୁଦ୍ଧ ଜାହାଜ ଆଗଉଥିବା…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପଦକ ନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ଯୋଡିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । କ୍ୱାର୍ଟର ଫାଇନାଲରେ ସେମାନେ…

Adi Vaaniର ବିଟା ସଂସ୍କରଣ ହେଲା ଲଞ୍ଚ; ଏହା ଦେଶର ପ୍ରଥମ AI ଆଦିବାସୀ ଭାଷା ଅନୁବାଦକ

ନୂଆଦିଲ୍ଲୀ: ଆଦିବାସୀ ଭାଷାକୁ ସୁରକ୍ଷା ଦେବା ପାଇଁ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ 'ଆଦି ବାଣୀ'(Adi Vaani)ର ବିଟା ସଂସ୍କରଣ ଲଞ୍ଚ କରୁଛି। ଏହା ଭାରତର ପ୍ରଥମ AI-ଆଧାରିତ ଆଦିବାସୀ ଭାଷା ଅନୁବାଦକ। ଏହାକୁ ଆଦିବାସୀ ଗୌରବ ବର୍ଷ ଅଧୀନରେ ବିକଶିତ କରାଯାଇଛି। ଏହି ପଦକ୍ଷେପ ଆଦିବାସୀ…

Top 10 Most Popular CM: ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ମୋହନ, ଆକ୍ଷେପ କଲା…

ଭୁବନେଶ୍ବର: ସାମ୍ନାକୁ ଆସିଲା ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଚାଲିଥିବା ବେଳେ ଏହି ସର୍ଭେର ଫଳାଫଳ ଆସିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହି…

ବିଶ୍ୱର ପ୍ରଥମ ଟି୨୦ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କଲେ ପୋଲାର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ରେ ୧୪୦୦୦ ରନ ଓ ୩୦୦ ୱିକେଟ ଅକ୍ତିଆର କରିଛନ୍ତି । ୨୦୨୨ରୁ ସେ ଆଇପିଏଲରୁ ଅବସର ନେଇଥିଲେ ମଧ୍ୟ ଏବେ ବି କ୍ୟାରିବିୟନ ପ୍ରିମିୟର…