ହୃଦଘାତରେ ୩୯ ବର୍ଷୀୟ ହାର୍ଟ ସର୍ଜନଙ୍କର ମୃତ୍ୟୁ; ଉଦବେଗ ପ୍ରକାଶ
ଚେନ୍ନାଇ: ଚେନ୍ନାଇରେ ବୁଧବାର ହୃଦରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ୩୯ ବର୍ଷୀୟ ସର୍ଜନଙ୍କର ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।…