Latest Odisha News

BREAKING NEWS

ଆତଙ୍କିତ ପାକିସ୍ତାନ, ଆମେରିକା ପରେ ବାଜିଲା ଚୀନ ଛାଟ….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆମେରିକା ଏବଂ ଚୀନ ପାଖରେ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ । ଭାବିଥିଲା ମିଛ ଲୁହରେ ଫସିଯିବେ ଆମେରିକା ଏବଂ ଚୀନ । ହେଲେ ଏବେ ଉଭୟ ଦେଶ ପକ୍ଷରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କୂଟନୈତିକ ସ୍ତରରେ ବଡ ବିଜୟ ହାସଲ କରିଛି ଭାରତ ।…

ବେଟିଂ ଆପ ମାମଲାରେ ଗୁଗଲ ଓ ମେଟାକୁ ନୋଟିସ

ନୂଆଦିଲ୍ଲୀ: ବେଟିଂ ଆପ ମାମଲାରେ ଗୁଗଲ ଓ ମେଟା ଉପରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗୁଗୁଲ୍ ଏବଂ ମେଟା ବିରୋଧରେ ବେଟିଂ ଆପ୍ସକୁ ପ୍ରମୋସନ କରିବାରେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ଯାହାକି ବର୍ତ୍ତମାନ ମନି ଲଣ୍ଡରିଂ ଏବଂ ହାୱାଲା କାରବାର ସମେତ ଅନେକ ଗମ୍ଭୀର…

ଚିନ୍ତାରେ ଗ୍ରାହକ; ଲକ୍ଷେ ଟପିଲା ସୁନା ଦର

ଭୁବନେଶ୍ବର: ଚିନ୍ତା ବଢାଇଛି ସୁନାଦର । ପୁଣି ଲକ୍ଷେ ଟଙ୍କା ଟପିଛି ସୁନା ଦାମ୍‌ । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୦୪୦ ଟଙ୍କା ରହିଛି । ଗତକାଲି ୯୯,୩୮୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ବୃଦ୍ଧି ପାଇଛି । ଯଦି ଆପଣ ସୁନା, ରୂପା (ଅଳଙ୍କାର,…

ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ତରବରିଆ ଭାବେ ପ୍ରସ୍ତୁତ ହୋଇଥିଲା ଆଇସିସି ରିପୋର୍ଟ

ବାଲେଶ୍ବର: ଫୋକିର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଇସିସି ରିପୋର୍ଟ ସତ। ରିପୋର୍ଟରେ ବିସ୍ଫୋରକ ବୟାନ ଦେଇଛନ୍ତି ଆଇସିସି ସଦସ୍ୟ। ସମୟ ସ୍ବଳ୍ପତା ଭିତରେ ତରବରିଆ ଭାବେ ପ୍ରସ୍ତୁତ ହୋଇତିଲା ICC ରିପୋର୍ଟ। ଯେଉଁମାନେ କମିଟିରେ ଥିଲା ସେମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ…

ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗାଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣାରେ ଦୋଷୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।…

ଫେରୁଛି ଓଡିଆ ସିନେମାର ଗୌରବ: ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’

ଭୁବନେଶ୍ବର: ପୁଣି ଓଡିଆ ସିନେମା ନିଜ ଟ୍ରାକକୁ ଫେରୁଛି । ନିଚ୍ଛକ କାହାଣୀ, ଓଡିଆ ସଂସ୍କୃତି କଥାବସ୍ତୁ ସହ ସିନେମା ଏବେ କେବଳ ରାଜ୍ୟ ନୁହେଁ ଦେଶ ଦରବାରରେ ପ୍ରଶଂସିତ ହେଉଛି । ଏବେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ନୂଆ ଓଡିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ…

ବେହାଲ କରିଛି ବ୍ରାହ୍ମଣୀ: ଘରେ ପଶିଛି ବନ୍ୟାପାଣି, ନିଦ ହଜେଇଛନ୍ତି କୁମ୍ଭୀର ପଲ…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଏବେ ଲୋକଙ୍କ ଜୀବନ ଦୁର୍ବିସହ କରିଛି । ବ୍ରାହ୍ମଣୀ ନଦୀ ଉଛୁଳି ପାଣି ଗାଁ ଭିତରକୁ ପ୍ରବେଶ କରିଛି, ଯାହା ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ଚୌଡାକୁଲତ ଅଞ୍ଚଳର ଅନେକ ଗାଁକୁ ବୁଡ଼ାଇ ଦେଇଛି । ହେଲେ ଏଥର କେବଳ ବନ୍ୟା ଯେତିକି ଚିନ୍ତା ନବଢାଇଛି,…

ପୁରୀରେ ନାବାଳିକାଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଅଧୀନସ୍ଥ ବାୟାବର ଗାଁରେ ଏହି ଦୁଃଖଦ ଘଟଣା ଘଟିଯାଇଛି। ଝିଅଟି ତାଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲା ବେଳେ…

ପୁଣି ଥରେ ବ୍ରିକ୍ସକୁ ଧମକାଇଲେ ଟ୍ରମ୍ପ, ‘ଶ୍ରୀଘ୍ର ଶେଷ ହୋଇଯିବ, ଲାଗିବ ୧୦% ଶୁଳ୍କ’….

ନୂଆଦିଲ୍ଲୀ: ପୁଣି ବ୍ରିକ୍ସକୁ କଡା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୧୦ ପ୍ରତିଶତ ଶୁଳ୍କ ସହ ବ୍ରିକ୍ସ ଭାଙ୍ଗିଯିବାର ଚେତାଇ ଦେଲେ । ତେବେ ଟ୍ରମ୍ପ ଶୁକ୍ରବାର ଦିନ ଏକ ଐତିହାସିକ ପଦକ୍ଷେପ ନେଇ 'ଗାଇଡିଂ ଆଣ୍ଡ ଏଷ୍ଟାବ୍ଲିଶିଂ ନ୍ୟାସନାଲ୍ ଇନୋଭେସନ୍ ଫର୍ ୟୁଏସ୍…

ମଝି ଆକାଶରେ ହଠାତ୍ ଅଚଳ ହେଲା ଏସି, ମହିଳା ଅଚେତ୍

ଅହମ୍ମଦାବାଦ: ବାଙ୍କକର ଡନ୍ ମୁଏଆଙ୍ଗ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅହମ୍ମଦାବାଦ ଯାଉଥିବା ଲାୟନ୍ ଏୟାର ବିମାନରେ ଏୟାର କଣ୍ଡିସନିଂ ସିଷ୍ଟମ୍ ହଠାତ୍ ମଝି ଆକାଶରେ କାମ କରିବା ବନ୍ଦ କରିଦେଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଏହାକୁ ନେଇ ଜଣେ…