Latest Odisha News

BREAKING NEWS

ST/SC Conference: ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଆରମ୍ଭ, ଉଦଘାଟନ କଲେ ଓମ୍ ବିର୍ଲା

ଭୁବନେଶ୍ୱର: ଆରମ୍ଭ ହେଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର…

JD Vance, US President: ଟ୍ରମ୍ପଙ୍କ ସ୍ଥାନ ନେବେ କି ଉପରାଷ୍ଟ୍ରପତି ଜେଡି ଭାନ୍ସ?, ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ନେଇ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଦେଶଗୁଡ଼ିକୁ ଏବେ ଟାରିଫ୍ ଦଲଦଲକୁ ଟାଣିବାକୁ ଚାହୁଁଥିବା ବେଳେ, ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ବଡ ଦାବି କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ଜେଡି ଭାନ୍ସ ଏକ ଭୟାନକ ଏବଂ ଦୁଃଖଦ…

Odisha High Court: ନାବାଳିକାଙ୍କୁ ଦେହଜୀବୀ ବୃତ୍ତିରେ ନିୟୋଜିତ କରିବା ଘଟଣା, ପୁରୀ ହୋଟେଲର ଆବେଦନ ଖାରଜ କଲେ…

କଟକ: ଜଣେ ନାବାଳିକାକୁ ଦେହଜୀବୀ ବୃତ୍ତିରେ ଲିପ୍ତ କରାଯିବା ବାସ୍ତବରେ ଏକ ଉଦବେଗଜନକ ଘଟଣା ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅପ୍ରାପ୍ତ ବୟସ୍କଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ହୋଟେଲକୁ ତିନି ବର୍ଷ ପାଇଁ ବନ୍ଦ ପାଇଁ ପୁରୀ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଦାନ…

PM Modi Japan Visit: ଜାପାନରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଭବ୍ୟ ସ୍ବାଗତ, ରାଜସ୍ଥାନୀ ସଙ୍ଗୀତ ସାଙ୍ଗକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ ଜାପାନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ ୧୫ ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ମୋଦି ଜାପାନରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟଙ୍କ ପକ୍ଷରୁ…

Weather Update: ଦୁର୍ବଳ ହେଉଛି ଲଘୁଚାପ, ଆସନ୍ତା ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଆଗାମୀ ୫ ଦିନ ଆହୁରି ବର୍ଷିବ। ଆସନ୍ତା ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ…

Eyesight Care Tips: ଦୈନନ୍ଦିନ ଜୀବନରେ କରୁଥିବା ଏହି ଭୁଲ.. ଆଖିକୁ କରେ ଦୁର୍ବଳ !

ଭୁବନେଶ୍ବର:ଆଖି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ଆଜିକାଲି ଆଖି ସହିତ ଜଡିତ ଅନେକ ସମସ୍ୟା ଦେଖାଯାଉଛି। ପୂର୍ବରୁ ବୟସ ବଢ଼ିବା ସହିତ ଦୃଷ୍ଟିଶକ୍ତି ହ୍ରାସ ପାଉଥିଲା।ବର୍ତ୍ତମାନ ଲୋକଙ୍କ ଦୃଷ୍ଟିଶକ୍ତି କମ୍ ବୟସରେ ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ୫ ବର୍ଷର ପିଲାଙ୍କଠାରୁ ଆରମ୍ଭ…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ; ଭାଙ୍ଗିଲା ଦୋକାନ ଓ ଦୁଇଟି ଘର, ଚାଲିଗଲା..

ଗଞ୍ଜାମ: ଢଉଗାଁ ଛକରେ ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ,ଦୋକାନ, ଦୁଇଟି ଘର ଉପରେ ମଡ଼ାଇଦେଲା । ସୂଚନାଥାଉକି, ଟ୍ରକ୍‌ ଧକ୍କାରେ ଜଣଙ୍କ ପ୍ରାଣ ଚାଲିଯାଇଛି । ମୃତକ ହେଲେ ଢ଼ଉଗାଁ ଗ୍ରାମର…

Suicide: ନିଜକୁ ଜାଳି ଦେଲେ ଆଇନଜୀବୀ;କାରଣ ଅସ୍ପଷ୍ଟ

ଭୁବନେଶ୍ବର:ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌…

Women Safety Report: ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ରହିଛି ଓଡିଶାର ଏହି ସହର…

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ । ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ମଧ୍ୟ ସ୍ଥାନ ପାଇଛି । ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ…

Ai impact junior coding jobs: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ! AI ଯୋଗୁଁ ଏହି କ୍ଷେତ୍ରରେ ଚାକିରି…

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆସିବା ଫଳରେ ଅଧିକାଂଶ କ୍ଷେତ୍ରରେ ଲୋକଙ୍କ ଚାକିରି ପ୍ରଭାବିତ ହେବା ଆରମ୍ଭ ହୋଇଛି । ଚାକିରି ମାର୍କେଟକୁ ଏକ ନୂତନ ଆକାର ଦେଉଛି । AI କିଛି ଲୋକଙ୍କ ଚାକିରି ଛଡ଼ାଇ ନେଉଥିବା ବେଳେ, କିଛି ଲୋକଙ୍କ ପାଇଁ AI ସେମାନଙ୍କୁ ଅଧିକ ଉତ୍ପାଦନଶୀଳ…