ଇନ୍ଦୋର-ଭୁବନେଶ୍ୱର ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; ରନୱେରୁ ଫେରିଲା
ଭୁବନେଶ୍ୱର: ଇନ୍ଦୋରରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଗୋ ବିମାନ '6E 6332' (ଏୟାରବସ୍ A320 ନିଓ ବିମାନ) ସୋମବାର ଦିନ ମଝି ରନୱେରୁ ଫେରି ଯାଇଛି।
ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିରେ ୧୪୦ ଜଣ ଯାତ୍ରୀ…