ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର:ଆଜିଠୁ କମିବ ବର୍ଷା । ଆଜି ସକାଳ ସାଢ଼େ ୮ଟା ପରେ କେବଳ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ରହିଛି। ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୧୩ ଜିଲ୍ଲା ଗୁଡିକ ହେଲା:- ଗଞ୍ଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା,…