Latest Odisha News

BREAKING NEWS

Fake Police:ନକଲି ପୋଲିସ ବାବୁଙ୍କୁ ଧରିଲା ଅସଲି ପୋଲିସ; ଫେକ୍ ଜଏନିଂ ଲେଟର୍ ଜବତ

ଅନୁଗୁଳ:ଅନୁଗୁଳରୁ ନକଲି ପୋଲିସ ଧରାପଡିଲେ । ଅନଗୁଳ ଏସପି ଅଫିସ ସମ୍ମୁଖରେ ଘୂରି ବୁଲୁଥିବା ବେଳେ ଧରିଛି ଟାଉନ୍ ଥାନା ପୋଲିସ। ସେ କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ ସନ୍ଦେହ ହେବାରୁ…

ସ୍କୁଟିଚାଳକଙ୍କୁ ଚାପିଦେଲା ହାଇଓ୍ବା; ସମବେଦନା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ…

ଗଞ୍ଜାମ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା ଦେବା ସହ ସ୍କୁଟି ଆରୋହୀଙ୍କୁ ଚାପିଦେବା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ…

ବୋଲ୍ଟ ପରେ ଦ୍ୱିତୀୟ ଦ୍ରୁତତମ ଧାବକ ହେଲେ ଲ୍ୟାମେଂଟ, ରେକର୍ଡ ବୁକରେ କିନ୍ତୁ ପାଇଲେ ନାହିଁ ସ୍ଥାନ

ନୂଆଦିଲ୍ଲୀ: ଇଟାଲୀର ସ୍ପ୍ରିଂଟର ଲ୍ୟାମେଂଟ ମାର୍ସଲ ଜ୍ୟାକବ୍ସ ଅଷ୍ଟ୍ରିଆନ ଓପନ ଆଥଲେଟିକ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୩୧ ବର୍ଷୀୟ ଏହି ଆଥଲେଟ ୧୦୦ ମିଟର ରେସକୁ ୯.୬୭ ସେକେଣ୍ଡରେ ପୂରଣ କରିଥିଲେ । ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ରେକର୍ଡ ସେ ଭଙ୍ଗ କରିପାରି ନାହାନ୍ତି ।…

ISI handler Shahzad Bhatti: ISI ସହ ଜଡ଼ିତ ଆତଙ୍କବାଦୀ ନେଟୱାର୍କ ଠାବ;ଧାର୍ମିକ ସ୍ଥଳ ସହ ଥାନାର କରୁଥିଲେ ରେକି,…

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଦ୍ୱାରା ପରିଚାଳିତ ଏକ ଅନ୍ତଃ-ରାଜ୍ୟ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି। ସ୍ପେଶାଲ୍ ସେଲ୍ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି; ତିନି ଜଣଙ୍କୁ ପଞ୍ଜାବରୁ ଏବଂ ଜଣେ…

ନୂଆ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ବସିଲା ବଡ଼ ବୈଠକ

ଭୁବନେଶ୍ୱର: ନୂଆ ବହି ଛପା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବସିଲା ବଡ଼ ବୈଠକ । SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦ୍ଦେଶକ। ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର। ନୂଆ ବହି କେତେ ଶୀଘ୍ର ଛପାଯିବ ଓ କୋର୍ସ କଣ ରହିବ ସେନେଇ ଆଲୋଚନା…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ, ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬) ରେଜଲ୍ଟ । ଛାତ୍ରଛାତ୍ରୀମାନେ ନିଜ ନିଜର ପରୀକ୍ଷାଫଳ ସାମ୍ସ ପୋର୍ଟାଲକୁ ଯାଇ ଦେଖିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ…

ରାଜ୍ୟରେ ବଢ଼ିଲା ଇଭି ପଲିସିର ଅବଧି, ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଗାଡ଼ି କିଣାରେ..

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ଇଭି ପଲିସିର ଅବଧି । ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଗାଡ଼ି କିଣାରେ ସବସିଡି ଓ ଆର୍ଥିକ ରିହାତି । ରାଜ୍ୟରେ ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର…

ରାଜ୍ୟର ସମସ୍ତ କଲେଜ ପରିସରକୁ ନିଶାମୁକ୍ତ ଜୋନ୍ କରିବାକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ପରିସରକୁ ନିଶାମୁକ୍ତ ଜୋନ କରିବା ନେଇ ସବୁ କଲେଜକୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ନ୍ୟାସନାଲ ନାରକୋଟିକ୍ସ କୋଅର୍ଡିନେସନ (NCORD)ର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା…

ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ, ଏଏସଆଇକୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ

ପୁରୀ: ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ । ଜୁଲାଇ ୧୮ରୁ ଆରମ୍ଭ ହେବ ପ୍ରକ୍ରିୟା । ଏନେଇ ଏଏସଆଇକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ ।…

ଘରୋଇ ମେସ୍‌ରୁ ୪ ଛାତ୍ର ନିଖୋଜ, ଅଭିଭାବକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ବାଲେଶ୍ବର: ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍‌ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ ୪ ଛାତ୍ର ମେସ୍ ଛାଡ଼ି ନିଖୋଜ ଥିବା ପୋଲିସ ଆଗରେ ଅଭିଯୋଗ…