Latest Odisha News

BREAKING NEWS

ମହିଳା ଓ ନାବାଳିକା ଚାଲାଣ ରୋକିବ ‘ନୂତନ ସକାଳ’ ନୀତି

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିବଦ୍ଧ ଏବଂ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ସରକାର ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମହିଳା ଓ ନାବାଳିକା ଚାଲାଣ…

ଖଣିରେ ବିସ୍ଫୋରଣ, ୩୪ ମୃତ, ଫସିରହିଛନ୍ତି ଅନେକ..

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଏବେ ବି ଭିତରେ ଫସି ରହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଫସିଥିବା ଶ୍ରମିକଙ୍କ ଜୀବନ ବିପଦରେ ରହିଛି। ଆସୋସିଏଟେଡ୍ ପ୍ରେସ୍…

Rahul Gandhi To Press: ‘ଆପଣ ବିଜେପିର କି?’ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାହୁଲ…ମୁହଁ…

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀ ପୋଲିସର ଆହତ କର୍ମଚାରୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ଜଣକ ପୋଲିସ କର୍ମଚାରୀଙ୍କ ପରିବାର ପକ୍ଷରୁ କରାଯାଇଥିବା ପ୍ରେସ୍ କନଫରେନ୍ସ ସମ୍ପର୍କରେ ପ୍ରଶ୍ନ କରିବା ପରେ…

ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର; ଧବଳେଶ୍ବର ପୀଠକୁ ଯିବା ନେଇ ଲାଗିଲା କଟକଣା

କଟକ:ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଦୁର୍ଦ୍ଦଶା । ଉପରମୁଣ୍ଡରେ ବର୍ଷା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେତୁ ମହାନଦୀରେ ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ପୁଣି ଫେରୁଛି ବର୍ଷା! ୯ ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଗତକିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। ଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷା କିଛି ସମୟ ପାଇଁ କମିଥିଲେ ମଧ୍ୟ ପୁଣିଥରେ ବର୍ଷା ବଢ଼ିବାର ସମ୍ଭାବନା ଦେଖାଦେଇଛି। ଅଗଷ୍ଟ ୨ ତାରିଖବେଳକୁ…

ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ ଗେଟ୍‌

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ ଗେଟ୍‌। ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଶୁକ୍ରବାର ଦିନ ମହାନଦୀ ଅବବାହିକାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତରରେ ତୀବ୍ର ବୃଦ୍ଧି ଘଟିଥିବା କହିଛନ୍ତି। ଯାହା ଫଳରେ ୧୦ଟି ଅତିରିକ୍ତ ସ୍ଲୁଇସ୍ ଗେଟ୍…

Rahul Gandhi Speech: ବଢିପାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ! ଲୋକସଭାରେ ବାଚସ୍ପତି ନେଇପାରନ୍ତି ବଡ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି ପେପର ଲିକ୍ ବିଲ୍ ପାସ୍ ହୋଇଥିବାବେଳେ, ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି। ସଂସଦରେ ଅସଂସଦୀୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ (Privilege Motion)…

ଆହୁରି ଶକ୍ତିଶାଳୀ ହେବ ସାମୁଦ୍ରିକ ସୁରକ୍ଷା, ଭାରତୀୟ ନୌସେନା ପାଇଲା ଡାଇଭିଂ ସପୋର୍ଟ ଜାହାଜ ‘ନିପୁଣ’

ନୂଆଦିଲ୍ଲୀ: ଭାରତୀୟ ନୌସେନା ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ୍ (HSL) ଦ୍ୱାରା ନିର୍ମିତ ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ (DSV) 'ନିପୁଣ', ବିଶାଖାପାଟଣାରେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜଟି…

ଦୁଗ୍ଧ କ୍ଷେତ୍ରରେ ଓମ୍‌ଫେଡ୍‌‌କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଜାତୀୟ ସ୍ତରରେ ସମ୍ମାନିତ ହେଲା ଓଡ଼ିଶାର ନିଜସ୍ୱ ବ୍ରାଣ୍ଡ୍‌ ଓମ୍‌ଫେଡ୍‌। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ 'Indian Dairy Expo 2026' ରେ 'Excellence in Milk Procurement & Dairy Development' ପାଇଁ OMFED କୁ ମିଳିଲା ସର୍ବୋଚ୍ଚ ପ୍ରଥମ…

ରାଜ୍ୟରେ ବନ୍ୟା ବିତ୍ପାତ: ୨୦ ଜିଲ୍ଲାର ୭ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ବେହାଲ କରିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ପାଣି ଖସିଛି। ତଥାପି ୨୧ ଗାଁ ଏବେ ବି ପାଣି ଘେରରେ। ବନ୍ୟା ବିତ୍ପାତରେ ରାଜ୍ୟର ପ୍ରାୟ ୭ଲକ୍ଷ ଲୋକ ପ୍ରଭାବିତ। ଜନଜୀବନ ଅସ୍ତବ୍ୟସ୍ତ।…