ଜଗନ୍ନାଥ ଧାମ ଆସିବେ ବୋଲି ଟ୍ରମ୍ପଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖାନ କେଲେ ମୋଦୀ
ଭୁବନେଶ୍ବର:ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଆଜି ଭୁବନେଶ୍ୱର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ଜନତା ମୈଦାନର ଭବ୍ୟ ସମାରୋହରେ ସେ ଜୟ ଜଗନ୍ନାଥ,ଜୟ ବାବା ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଥିଲେ । ଏହି…