ବିମାନବନ୍ଦରରେ ସେନାଅଧିକାରୀଙ୍କ ତାଣ୍ଡବ; ୪ ସ୍ପାଇସଜେଟ୍ କର୍ମଚାରୀଙ୍କୁ ନିସ୍ତୁକ ମାରିଲେ
ଶ୍ରୀନଗର: ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ ସ୍ପାଇସଜେଟ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେନା ଅଧିକାରୀଙ୍କ ଆକ୍ରମଣରେ ଦୁଇ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଏୟାରଲାଇନ୍ସ ପକ୍ଷରୁ ସେନା ଅଧିକାରୀଙ୍କ…