Latest Odisha News

BREAKING NEWS

ସରିଲା ଖରା ଛୁଟି, ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ସରିଲା ଖରାଛୁଟି। ଆଜି ରାଜ୍ୟରେ ଖୋଲିବ ସ୍କୁଲ୍। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି। କ୍ୟାମ୍ପସ୍‌ରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାଡ଼ାବାନ୍ତି ଯୋଗୁଁ ଯାଜପୁର,…

ଏହି ଉପାୟରେ କରନ୍ତୁ ରାହୁକୁ ଶାନ୍ତ, ଇଚ୍ଛା ହେବ ପୂରଣ !

ଭୁବନେଶ୍ବର:ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ରାହୁ ଦୋଷ ଥିଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କୁଣ୍ଡଳୀରେ ରାହୁ ଦୋଷ ମାନସିକ ଚାପ, ଆର୍ଥିକ କ୍ଷତି, ନିଜ ବିଷୟରେ ଭୁଲ ବୁଝିବା, ପାରସ୍ପରିକ ସମନ୍ୱୟର ଅଭାବ, ଛୋଟ ଛୋଟ କଥାରେ ରାଗିବା, ଅପମାନଜନକ ଭାଷା…

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା ଛାଉଣୀରେ ଜନତା ମୈଦାନ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜ୍ୟବାସୀଙ୍କୁ ପ୍ରାୟ ୩ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ…

୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଜୁନ୍ ୨୭ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ୨୬ ରୁ ପ୍ରବଳ ବର୍ଷା ହୋଇପାରେ। ୨୬ରୁ ୨…

 ‘କେସରୀ ଚାପ୍ଟର ୨’କୁ ନେଇ ବିବାଦ; ମାମଲା ରୁଜୁ କଲା ଟିଏମସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ବୁଧବାର ବଲିଉଡ୍ ଫିଲ୍ମ 'କେସରୀ ଚାପ୍ଟର ୨'ର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ରାଜ୍ୟର ଅବଦାନର ଇତିହାସକୁ ବଦନାମ କରିବା ଏବଂ ବଙ୍ଗାଳୀ କ୍ରାନ୍ତିକାରୀଙ୍କୁ ଅପମାନିତ କରିବାର ଅଭିଯୋଗ…

ବିନା ମାମଲାରେ ଯୁବକଙ୍କୁ ଥାନାରେ ଅଟକ ରଖି ଆଇଆଇସି ନିଲମ୍ବିତ

ବାଲେଶ୍ବର: ସସପେଣ୍ଡ ହେଲେ ଭୋଗରାଇ ଥାନା ଆଇଆଇସି । ଜଣେ ଯୁବକଙ୍କୁ ବିନା କୌଣସି ଏଫଆଇଆରରେ ଥାନାରେ ଅମାନୁଷିକ ନିର୍ଯାତନା ଦେଇଥିବା ଅଭିଯୋଗରେ ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କ ବିରୋଧରେ ଏତଲା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।…

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ସହ ସ୍ଥାୟୀ ଶକ୍ତି ସମାଧାନ ପାଇଁ ଏଲଓଆଇ ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ଗୁରୁବାର ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି।…

ଆସନ୍ତାକାଲି ୨୭୫୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ୨୦ ଜୁନ୍ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୨୭୫୦ କୋଟିରୁ ଅଧିକ ମୂଲ୍ୟର ଯୋଜନାଗୁଡ଼ିକର ଶିଳାନ୍ୟାସ ସହ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ 'ବିକଶିତ ଭାରତ - ବିକଶିତ ଓଡ଼ିଶା' ସଂକଳ୍ପକୁ ସାକାର…

ରାତି ୧୧ଟାରେ ଆରମ୍ଭ ହୋଇଥିଲା ସଞ୍ଜୁ-ଚାରୁଲତାଙ୍କ ପ୍ରେମ କାହାଣୀ

ଚେନ୍ନାଇ: ଭାରତୀୟ କ୍ରିକେଟର ପ୍ରତିଭାବାନ ୱିକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ପ୍ରେମ କାହାଣୀ ବେଶ ରୋଚକ ଥିଲା । ଚାରୁଲତାଙ୍କ ସହ ପ୍ରେମ ସମ୍ପର୍କ ନିବୀଡ ହେବା ପରେ ଉଭୟ ବିବାହ କରିଥିଲେ । ମାର ଇଭାନିୟୋସ କଲେଜରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ।…

ସିକ୍କିମ ବସ୍ ଦୁର୍ଘଟଣା: ଭୁବନେଶ୍ୱର ଫେରିଲେ ଆଉ ୨ ଓଡିଆ, ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ସିକ୍କିମ୍ ବସ୍ ଦୁର୍ଘଟଣାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଦୁଇ ଜଣ ଓଡ଼ିଆ ସ୍ଵୟଂ ସୁପ୍ରୀତ ନାୟକ (୧୬) ଓ ସାଇରାଜ ଜେନା (୧୭) ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ…