Latest Odisha News

BREAKING NEWS

ଇରାନ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଛି: ନେତାନ୍ୟାହୁ

ନୂଆଦିଲ୍ଲୀ: ଇରାନ୍‌-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ। ଇରାନ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଛି କହିଲେ ନେତାନ୍ୟାହୁ। ଟ୍ରମ୍ପ୍‌ଙ୍କୁ ଇରାନ୍‌ ପ୍ରଥମ ଶତ୍ରୁ ଭାବରେ ଦେଖୁଛି। ଆକ୍ରମଣାତ୍ମକ ପଦକ୍ଷେପ ଛଡ଼ା ଆମ ପାଖରେ ବିକଳ୍ପ ନାହିଁ ବୋଲି କହିଲେ…

ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି, ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ

ଭଦ୍ରକ: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର…

ବିମାନକୁ ବୋମା ଧମକ; ଫେରିଗଲା ଜର୍ମାନୀ ଫ୍ଲାଇଟ୍

ହାଇଦ୍ରାବାଦ: ପୁଣି ବିମାନକୁ ମିଳିଲା ବୋମା ଧମକ । ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ପାଇବା ପରେ ତାହାକୁ ଫେରାଇ ଦିଆଯାଇଥିଲା । ହେଲେ ଫ୍ରାଙ୍କଫର୍ଟରେ ତଦନ୍ତ ସମୟରେ କୌଣସି ବୋମା ମିଳିନଥିଲା । କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବା ପରେ…

ହ୍ୱାଟସଆପରେ ସ୍ପାମ୍ କଲ୍ କିପରି ଏଡ଼ାଇବେ ଆସନ୍ତୁ ଜାଣିବା…

ଭୁବନେଶ୍ବର: ଆଜିକାଲି, WhatsApp ରେ ସ୍ପାମ୍ ଏବଂ ଠକେଇ କଲ୍ ଆସିବା ସାଧାରଣ କଥା ହୋଇଗଲାଣି। ବିଶେଷକରି ଲୋକମାନେ ବିଦେଶୀ ନମ୍ବର (ଯେପରିକି +234, +84, +62 ଇତ୍ୟାଦି) ରୁ ଆସୁଥିବା କଲ୍ ଦ୍ୱାରା ଠକାମିର ଶିକାର ହେଉଛନ୍ତି। କିଛି ଲୋକ ଠକ କଲ୍ ର ଫାଶରେ ପଡ଼ି ଟଙ୍କା ମଧ୍ୟ ହରାଇ ଥାଆନ୍ତି।…

ସରିଆସୁଛି ଛୁଟି, ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ସରିବ ଖରାଛୁଟି, ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ । ପୂର୍ବ ପରି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ ବୋଲି ସୂଚନା ରହିଛି । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏଁ କ୍ୟାମ୍ପସରେ ଉପସ୍ଥିତ ରହିବେ…

ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିବାରେ ଲାଗିଛି । ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନିକଟରେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଏବଂ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ…

ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ପାଇଲେ ଏହି ଲକ୍ଷଣ ଦେଖାଯାଏ…

ଭୁବନେଶ୍ବର:ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ପାଇବା ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଶରୀରରେ ଦେଖାଯାଇଥାଏ । ଯଦି ଆପଣଙ୍କର ମଧ୍ୟ ଅଧିକ ୟୁରିକ୍ ଏସିଡ୍ ସମସ୍ୟା ରହିଛି , ତେବେ ସମୟ ଥାଇ ଏହାର ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆପଣ କିପରି ଜାଣିବେ…

ସକାଳର ଜଳଖିଆ କରିବାକୁ ଭୁଲନ୍ତୁ ନାହିଁ, ନଚେତ୍ ଭୋଗିବେ..

ଭୁବନେଶ୍ବର: ସକାଳର ଜଳଖିଆ ଆମ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। କିନ୍ତୁ କିଛିଜଣ ସମୟ ଅଭାବରୁ ଜଳଖିଆ ଛାଡି ଦିଅନ୍ତି। ଆଉ କିଛି ଲୋକ ଓଜନ ବୃଦ୍ଧି ଏଡାଇବା ପାଇଁ ଜଳଖିଆ କରନ୍ତି ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ, ସକାଳେ ଏକ ହେଲ୍ଥି ବ୍ରେକଫାଷ୍ଟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ,…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କଲେ ସାଇପ୍ରସ୍‌ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି ଏହି ଗସ୍ତ ଏତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ଗସ୍ତରେ ସାଇପ୍ରସରେ ପହଞ୍ଚିଛନ୍ତି। ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ବିମାନବନ୍ଦରରେ ରେଡ କାର୍ପେଟ ବିଛାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ସାଇପ୍ରସ ଗସ୍ତରେ…

ହଇଜା ସଂକ୍ରମଣକୁ ନଜରରେ ରଖି ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ହୋଟେଲ୍ ଓ ଦୋକାନ

ଯାଜପୁର:ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଡାଇରିଆ ବ୍ୟାପିଛି। ଯାଜପୁର ଜିଲ୍ଲାର କିଛି ସ୍ଥାନରେ ହଇଜା ସଂକ୍ରମଣ ବ୍ୟାପିଲାଣି। ଏହାକୁ ନଜରରେ ରଖି ବରୀରେ ୨ ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ହୋଟେଲ୍। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି…