ଉମ୍ରାନ, ମୟଙ୍କଙ୍କ ପରେ ଚର୍ଚ୍ଚାରେ ଏହି ୧୭ ବର୍ଷୀୟ ବୋଲର
ନୂଆଦିଲ୍ଲୀ: ଉମ୍ରାନ ମଲିକ ଓ ମୟଙ୍କ ଯାଦବଙ୍କ ପରେ ଏବେ ଜଣେ ୧୭ ବର୍ଷୀୟ ଯୁବ ପେସ ବୋଲର ଚର୍ଚ୍ଚାର କାରଣ ସାଜିଛନ୍ତି । ବିସିସିଆଇ ସେଂଟର ଏକ ଏକ୍ସଲେନ୍ସରେ ଏହି ବୋଲରଜଣଙ୍କ ୧୪୭.୩ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ଏହି ବୋଲରଙ୍କ ନାମ ହେଲା ଆରଡି…