ସବୁଠୁ ଉଚ୍ଚ ଚେନାବ ବ୍ରିଜ ନିର୍ମାଣ ପଛରେ ମହିଳାଙ୍କ ହାତ; ୧୭ ବର୍ଷର ପ୍ଲାନିଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୬ ତାରିଖରେ ଚେନାବ ରେଳ ସେତୁର ଉଦଘାଟନ କରିଛନ୍ତି। ଏହି ସେତୁ ଭାରତର ଗର୍ବ ଏବଂ ଜମ୍ମୁକୁ ଶ୍ରୀନଗର ସହିତ ସଂଯୋଗ କରୁଥିବା ବିଶ୍ୱର ସର୍ବୋଚ୍ଚ ଏକକ-ଆର୍ଚ ରେଳ ସେତୁ ବୋଲି କୁହାଯାଉଛି।
ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ନିର୍ମିତ ଏହି…