ମୋତେ ପଳାତକ କୁହନି; ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲିଙ୍କୁ କହିଥିଲି.
ନୂଆଦିଲ୍ଲୀ: ଲଣ୍ଡନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଛାଡିବା ପରେ ପ୍ରଥମ ଥର ପାଇଁ ଏକ ପଡକାଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି।
ପଡକାଷ୍ଟରେ ସେ ନିଜ ପିଲାଦିନଠାରୁ ଆରମ୍ଭ କରି କିଙ୍ଗଫିସର ଏୟାରଲାଇନ୍ସ ପ୍ରତିଷ୍ଠା ଏବଂ ଆଇପିଏଲ୍ ଟିମ୍ କିଣିବା ପର୍ଯ୍ୟନ୍ତ ସବୁ ବିଷୟରେ…