Latest Odisha News

BREAKING NEWS

ପ୍ରଦେଶ ଛାତ୍ର କଂଗ୍ରେସର ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ କାର୍ଯ୍ୟକ୍ରମର ଶୁଭାରମ୍ଭ; ଲାଗିବ ୧୦ଲକ୍ଷ ବୃକ୍ଷ

ଭୁବନେଶ୍ଵର: ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଦେଖାଯାଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା, ବଜ୍ରଘାତ ଓ ଭୂସ୍ଖଳନକୁ ଏଡାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖି ପ୍ରଦେଶ ଛାତ୍ର କଂଗ୍ରେସ ଦ୍ବାରା ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ…

କୂଲଦୀପଙ୍କ ସହ ବଂଶିକାଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ସ୍ପିନର କୂଲଦୀପ ଯାଦବ ସେ ଭଳି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କୂଲଦୀପ ୧୪ ମ୍ୟାଚରେ ୨୪.୦୬ ଆଭରେଜରେ ୧୫ ୱିକେଟ ଅକ୍ତିଆର କରିଥିଲେ । ଆଇପିଏଲର ଉତେଜନାପୂର୍ଣ୍ଣ ପରିବେଶ ଅବସରରେ…

ଢେଙ୍କାନାଳରେ ୩୦୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହିତ ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…

ଉତ୍ତର ସିକ୍କିମରେ ଭୂସ୍ଖଳନ: ଫସିଥିବା ୧୧୩ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିଲେ ଭାରତୀୟ ସେନା, ଉଦ୍ଧାର କାର୍ଯ୍ୟ ଜାରି

ସିକ୍କିମ:ଉତ୍ତର ସିକ୍କିମରେ ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲାଚେନ ହେଉଛି ଉତ୍ତର ସିକିମର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଭୂସ୍ଖଳନ ଯୋଗୁଁ ଏହା ମୁଖ୍ୟଭୂମିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଭାରତୀୟ ସେନା ଏକ ପାଦଚଲା ରାସ୍ତା ତିଆରି କରି ବୃଦ୍ଧ ଏବଂ…

ଟାଉନ୍‌ ଥାନା ନିକଟରୁ ଚାଷୀଙ୍କ ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଲୁଟ୍‌ ଅଭିଯୋଗ

ବରଗଡ଼: ଡିକି ଭାଙ୍ଗି ଟାଉନ୍‌ ଥାନା ନିକଟରୁ ସାଢ଼େ ୩ ଲକ୍ଷ ଲୁଟ୍‌ । ବରଗଡ଼ ଟାଉନ ଥାନା ନିକଟରେ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି ।…

IRCTCର ବଡ଼ କାର୍ଯ୍ୟାନୁଷ୍ଠାନ; ୨.୫କୋଟି ନକଲି ୟୁଜର ଆଇଡିକୁ କଲା ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅନଧିକୃତ ସ୍ୱୟଂଚାଳିତ ବୁକିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁକିଂ ୱେବସାଇଟରେ ପ୍ରକୃତ ଉପଭୋକ୍ତାଙ୍କ ପ୍ରବେଶକୁ ବୃଦ୍ଧି କରିଛି । ଏଆଇ-ଚାଳିତ ବଟ୍ ମିଟିଗେସନ୍ ପ୍ରକୃତ ଟିକେଟ୍ ବୁକିଂକୁ ବୃଦ୍ଧି କରି ୨.୫ କୋଟି ସନ୍ଦିଗ୍ଧ ଉପଭୋକ୍ତା ଆଇଡି…

ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ଭିସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ 

ଭୁବନେଶ୍ୱର: ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଭିସି (ଭାଇସ୍ ଚାନ୍ସେଲର) ନିଯୁକ୍ତି ପାଇଁ ଓଡ଼ିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ…

ISI ଏବଂ RAW ଏକାଠି ହେଲେ ଆତଙ୍କବାଦ ଦୂର ହୋଇପାରିବ: ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ଦକ୍ଷିଣ ଏସିଆରୁ ଆତଙ୍କବାଦକୁ ଦୂର କରିବା ପାଇଁ ପରାମର୍ଶ ଦେଉଛି। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଯଦି ଦୁଇ…

ମ୍ୟାଗୀ ବ୍ରଦର୍ସଙ୍କ ହାତରେ ୯ ଆଇପିଏଲ ଟ୍ରଫି

 ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ତୁଳନାରେ ମ୍ୟାଗୀ ବ୍ରଦର୍ସ ୯ ଥର ଆଇପିଏଲ ଟ୍ରଫି ହାସଲ କରିଥିବା ଟିମ ସହିତ ରହିଛନ୍ତି । ଏବେ ସବୁଠାରେ ଏହି ମ୍ୟାଗୀ ବ୍ରଦର୍ସଙ୍କ ଚର୍ଚ୍ଚା । ତେବେ ଏହି ମ୍ୟାଗୀ ବ୍ରଦର୍ସ କିଏ ? ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ…

କ’ଣ ଗଣମାଧ୍ୟମ ସାମରିକ ଅଧିକାରୀଙ୍କ ଗୋପନୀୟତା ଭଙ୍ଗ କରୁଛି? ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ…

ନୂଆଦିଲ୍ଲୀ:  ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ବରିଷ୍ଠ ସାମରିକ ଅଧିକାରୀ ଏବଂ ସେମାନଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମଙ୍କୁ ନିବେଦନ କରିଛନ୍ତି। ସରକାର ଏ…