ବଡ଼ଦାଣ୍ଡରୁ ହଟିବେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ଓ ବ୍ୟବସାୟୀ
ପୁରୀ: ପୁରୀ ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ମହାପ୍ରସାଦ ନାମ କହି ଖଜା ବିକ୍ରି କରୁଛନ୍ତି। ନିମ୍ନମାନର ଖଜାକୁ ଚଢ଼ା ଦାମରେ ବିକ୍ରି କରିବା ସହ ଓଜନ ମାପରେ ମଧ୍ୟ ଠକେଇ କରୁଛନ୍ତି।
ଏନେଇ ସିଂହ ଦ୍ଵାର ଥାନାରେ ଅଭିଯୋଗ ହେବାପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ।…