ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ଜୁନ ଶେଷ ସୁଦ୍ଧା ମିଳିବ ତେଜସ MK-1A
ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ପ୍ରଥମ LCM Mk14 ବିମାନ ଜୁନ ମାସ ଶେଷ ସୁଦ୍ଧା ବିତରଣ କରାଯିବା ନେଇ ସୂଚନା ମିଳିଛି। ଏହା ନାସିକରେ ନିର୍ମିତ ନୂଆ ଉତ୍ପାଦନ କେନ୍ଦ୍ରରୁ ବିତରଣ କରାଯିବ।
୨୦୨୧ ମସିହା ଫେବୃଆରୀରେ ଭାରତୀୟ ବାୟୁସେନା ୮୩ଟି ବିମାନ ମାର୍ଚ୍ଚ ୨୦୨୪ ସୁଦ୍ଧା…