ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ଏକ୍ସପାଏରୀ ଡେଟ୍ ଥାଏ; କାହିଁକି ଏଭଳି କହିଲେ ମୋନା ସିଂହ
ମୁମ୍ବାଇ: "ବର୍ଡର ୨"ରେ କରୀନା କପୁର ଖାନଙ୍କ ବଡ ଭଉଣୀ ଭୂମିକା ଠାରୁ ଆରମ୍ଭ କରି ସନି ଦେଓଲଙ୍କ ପତ୍ନୀ ପର୍ଯ୍ୟନ୍ତ ମୋନା ସିଂହ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି।
ସେ ଏଭଳି ଜଣେ ବଲିଉଡ୍ ଅଭିନେତ୍ରୀ, ଯାହାଙ୍କର ଫିଲ୍ମରେ ବୟସ୍କ ଚରିତ୍ର ଚିତ୍ରଣ କରିବାରେ କୌଣସି ଅସୁବିଧା ନ…