Latest Odisha News

BREAKING NEWS

ପାକିସ୍ତାନ ପାଇଁ କାମ କରୁଥିବା ୨ଗୁପ୍ତଚର ଗିରଫ

ପଞ୍ଜାବ:ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଉଭୟ ଗୁପ୍ତଚର ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲେ। ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)…

କୋହଲିଙ୍କୁ ନେଇ ଲାରାଙ୍କ ପୋଷ୍ଟ ହେଲା ଭାଇରାଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଟେଷ୍ଟରୁ ଅବସର ନେବା ନେଇ ଆଲୋଚନା ଜୋର ଧରିଛି । ଏହି ଅବସରରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଏକ ପୋଷ୍ଟ…

୧୯୭୧ ଯୁଦ୍ଧ ଅଲଗା ଥିଲା; ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏଭଳି କହିଲେ ଶଶି ଥରୁର

ନୂଆଦିଲ୍ଲୀ: ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ତୁଳନା କରାଯାଉଛି। ଏଥିସହିତ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ମଧ୍ୟ ତୁଳନା…

ଆଉ କେବେ ପାକିସ୍ତାନ ଯିବୁନି; ଭୋ ଭୋ କାନ୍ଦିଲେ କ୍ରିକେଟର…

ନୂଆଦିଲ୍ଲୀ: ଭାରତ ଓ ପାକ୍ ଯୁଦ୍ଧ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ର ଖେଳାଳିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଏନେଇ ବାଂଲାଦେଶ ଲେଗ୍-ସ୍ପିନର ରିଶାଦ ହୋସେନ କହିଛନ୍ତି ଯେ ପିଏସଏଲ ସ୍ଥଗିତ ହେବା ପରେ ସେ ଏବଂ ଅନ୍ୟ ବିଦେଶୀ ଖେଳାଳିମାନେ ଦୁବାଇ ପହଞ୍ଚିବା ପରେ…

‘ଅପରେସନ ସିନ୍ଦୂରରେ ବ୍ରହ୍ମୋସର ଶକ୍ତି ଦେଖିଥିବ, ଦେଖିନାହଁ ଯଦି ପାକିସ୍ତାନୀଙ୍କୁ ପଚାର’

ଉତ୍ତରପ୍ରଦେଶ: ରାଜ୍ୟ ରାଜଧାନୀ ଲକ୍ଷ୍ନୌ ରବିବାର ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ଲକ୍ଷ୍ନୌରେ ବ୍ରହ୍ମୋସ ଏରୋସ୍ପେସ୍ ଏବଂ ପରୀକ୍ଷଣ ସୁବିଧାକୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ…

ପୁଣି ବିବାଦରେ ରଣବୀର ଆଲ୍ହାବାଦିଆ; କହିଲେ ପ୍ରିୟ ପାକିସ୍ତାନୀ ଭାଇ ଓ ଭଉଣୀ କ୍ଷମା…

ନୂଆଦିଲ୍ଲୀ: ଜଣାଶୁଣା ପୋଡକାଷ୍ଟର ତଥା ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ ପୁଣି ଥରେ ବିବାଦରେ ଘେରରେ। ଶନିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ରଣବୀର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ପଡ଼ୋଶୀ ଦେଶର ନାଗରିକଙ୍କୁ କ୍ଷମା ମାଗିଥିବାର…

ମୋଦିଙ୍କ ଚେତାବନୀ: ‘ଯଦି ପାକିସ୍ତାନ ଆକ୍ରମଣ କରେ, ଦେଶ କଡା ଜବାବ ଦେବ’

ନୂଆଦିଲ୍ଲୀ: ଆମେ ଉଲଘଂନ କରିବୁନି, କିନ୍ତୁ ଯଦି ପାକିସ୍ତାନ କରେ, ତାହେଲେ ଆମର ଜବାବ ଆହୁରି ଶକ୍ତିଶାଳୀ ହେବ । ପାକିସ୍ତାନ ସହିତ ଉତ୍ତେଜନା ହ୍ରାସ ଚୁକ୍ତିନାମା ବିଷୟରେ ଆଲୋଚନା ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ କିଛି ଏପରି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି…

ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ୍, ଜୁନ ୧ରେ ଫାଇନାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମେ ୧୬ ତାରିଖ ସୁଦ୍ଧା ପୁଣି ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ୍ ବୋର୍ଡର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତେବେ ଫାଇନାଲ୍ ମେ ୩୦ କିମ୍ବା ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବାର ଆଶା…

ପାକିସ୍ତାନ ବିରୋଧରେ ବ୍ରହ୍ମୋସ୍ ବ୍ୟବହାର କରିଥିଲା କି ଭାରତ?

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ବ୍ରହ୍ମୋସ୍ ବ୍ୟବହାର କରିଥିଲା ଭାରତ । ରିପୋର୍ଟରେ ଭାରତ ପାକିସ୍ତାନ ଭିତରେ ଥିବା ଲକ୍ଷ୍ୟକୁ ଧ୍ୱଂସ କରିବା ପାଇଁ, ଦୂରଗାମୀ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ସାହାଯ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିବା ନେଇ ଦାବି ହୋଇଥିଲା ବେଳେ…

ଗରମରେ ରେକର୍ଡ କରୁଛି ଭୁବନେଶ୍ବର: ୧୫ ଯାଏଁ କଲବଲ କରିବ ତାତି

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ନିଆଁ ବର୍ଷା ହେଉଛି । ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଆଜିବ ବି ସମାନ ସ୍ଥିତି ଜାରି ରହିଛି । ତତଲା କଡେଇରେ ଭାଜି ହେଉଛି ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ଉତପ୍ତ ସହର ।…