ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ପୂନର୍ବାର ଜାତୀୟ ରେକର୍ଡ ଭାଙ୍ଗିଲେ ଅନୀମେଶ କୁଜୁର
ଭୁବନେଶ୍ୱର: ଚଳିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଐତିହାସିକ ପ୍ରଦର୍ଶନ ଜାରୀ ରଖିଛନ୍ତି । ୨୦୦ ମିଟର ସ୍ପ୍ରିଂଟରେ ଅନୀମେଶ କୁଜୁର ଜାତୀୟ ରେକର୍ଡ ଭଙ୍ଗ କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୪ଗୁଣନ ୧୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ଜିତିଛି । ଏହି ଟିମରେ…