ପହଲଗାମ ଆତଙ୍କୀ ହମଲାକୁ ନେଇ ପାକ୍ ଅଭିନେତ୍ରୀ ବୁଶରାଙ୍କ ଉପରେ ବର୍ଷିଲେ ଜାଭେଦ ଅଖତର
ମୁମ୍ବାଇ: ଗତ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ ଭାରତୀୟ ସିନେମାର ବରିଷ୍ଠ ଗୀତିକାର ଜାଭେଦ ଅଖତର। ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ବୁଶରା ଅନସାରି ଜାଭେଦ ଅଖତରଙ୍କୁ ସମାଲୋଚନା କରିଥିଲେ। ବୁଶରା ଜାଭେଦ ଅଖତରଙ୍କ ବିଷୟରେ କହିଥିଲେ ଯେ…