Latest Odisha News

BREAKING NEWS

‘ନାରୀଶକ୍ତିକୁ ଚାଲେଞ୍ଜ କରି ବିନାଶକୁ ଡାକିଛନ୍ତି ଆତଙ୍କବାଦୀ’: ଭୋପାଳରେ ରଣହୁଙ୍କାର ଦେଲେ ମୋଦି

ଭୋପାଳ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଆଉ ଏହା ହଇର୍ ତାଙ୍କ ବିନାଶର କାରଣ ପାଲଟିଲା । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ପହଞ୍ଚି ଦେବୀ ଅହଲ୍ୟାବାଈ…

ବଡ କୂଟନୈତିକ ବିଜୟ: ସ୍ବର ବଦଳେଇଲା କଲମ୍ବିଆ, ପାକ୍…ପାକ୍ ଛାଡି, ଭାରତ…ଭାରତ ଗାଇଲା

ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ  । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ କରିଛି ।  ଶୁକ୍ରବାର କଂଗ୍ରେସ ନେତା…

କେଭିନ୍ ସ୍ପେସିଙ୍କ ସୁପରନେଚୁରାଲ୍ ଆକ୍ସନ୍-ଥ୍ରିଲର୍ ହଲିଉଡ ଫିଲ୍ମରେ ଡେବ୍ୟୁ କରିବେ ଦିଶା ପଟାନୀ

ମୁମ୍ବାଇ: ହଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଦିଶା ପଟାନୀ। ସେ 'ହଲିଗାର୍ଡସ୍' ନାମକ ଏକ ହଲିଉଡ୍ ସିନେମାରେ ନଜର ଆସିବେ। ଏହା ଏକ ଅଲୌକିକ ବା ସୁପର ନେଚୁରାଲ ଆକ୍ସନ-ଥ୍ରୀଲର ଫିଲ୍ମ। ଏହି ଫିଲ୍ମଟି ଓସ୍କାର ବିଜେତା କେଭିନ୍ ସ୍ପେସିଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମ ମାଧ୍ୟମରେ, ସ୍ପେସି…

ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ, ଜାଣନ୍ତୁ ସପ୍ତାହକୁ କେତେଦିନ ମିଳିବ ସେବା…

ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା  ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ  ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ  (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ  ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ…

ନିଶା ଖାଇ ଟ୍ରମ୍ପଙ୍କୁ ପରାମର୍ଶ ଦିଅନ୍ତି ମସ୍କ!

ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବିଦାୟ ନେଇଛନ୍ତି ଆମେରିକାର କୋଟିପତି ତଥା ଟେସଲା ମାଲିକ ଏଲୋନ୍ ମସ୍କ । ଏନେଇ ଗତକାଲି ସେ ବିଧିବଦ୍ଧ ଭାବେ ହ୍ବାଇଟ୍ ହାଇସରେ ନିଜର ବିଦାୟୀ ଭାଷଣ ଦେଇ ଟ୍ରମ୍ପ ସରକାରରୁ ଓହରିଛନ୍ତି । ହେଲେ ଏହାରି ଭିତରେ ମସ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି ନ୍ୟୁୟର୍କ…

୨୭୦୦ ଡେଇଁଲା କରୋନା ସଂକ୍ରମଣ, ସପ୍ତାହରେ ହଜାରେ ବୃଦ୍ଧି 

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା। ଭାରତରେ ସକ୍ରିୟ କରୋନା ଭାଇରସ୍ ମାମଲା ୨୭୧୦ ରେ ପହଞ୍ଚିଛି। ଯାହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୧୦୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। ଏହା ମଧ୍ୟରୁ ସବୁଠୁ ଅଧିକ କେରଳରେ ସଂକ୍ରମଣ ଚିହ୍ନଟ ହୋଇଛି। କେରଳରେ ୧୧୪୭ ମାମଲା ରେକର୍ଡ ହୋଇଛି। ଏହା ପଛକୁ…

କ୍ରୁଟର ବଡ଼ ନିଷ୍ପତ୍ତି: ଏଣିକି ୫ ବର୍ଷ ଅଭିଜ୍ଞତା ନଥିଲେ ଆମ ବସ୍‌ ଡ୍ରାଇଭିଂ ମନା

ଭୁବନେଶ୍ୱର: ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା। ଫଳରେ ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ। ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫…

କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ: ବିଳମ୍ବରେ ଅଫିସ ଆସିବାରୁ ବନ୍ଦ କଲେ ୧୫ ଜଣଙ୍କ ଦରମା

କଟକ: ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ। ଏଣିକି ଅଫିସରେ ଡେରିରେ ପହଞ୍ଚିଲେ ହୋଇ ପାରେ ଦରମା ବନ୍ଦ। ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୫ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଶ୍ଵେତ କୁମାର ଦାଶ।…

ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ସଅଳ ଆସିଲା ମୌସୁମୀ। ସେହିପରି ଲଘୁଚାପ ଯୋଗୁଁ ଅଦିନିଆ ବର୍ଷା ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ହୋଇପାରେ ଚାଷୀଙ୍କ ବଡ଼ କ୍ଷତି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ମନ୍ତ୍ରୀ ଏକ ବଡ଼ ସୂଚନା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଦିନିଆ ବର୍ଷାରେ ଯଦି କୌଣସି ଚାଷୀଙ୍କ…

ବ୍ରହ୍ମପୁର ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍

ବ୍ରହ୍ମପୁର: ଆର ଆଣ୍ଡ ବି (R&B) ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ…