ଭାରତରେ ଇରାନର ବୈଦେଶିକ ମନ୍ତ୍ରୀ, ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ!
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ଭାରତ ଆସିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଭାରତ ଗସ୍ତ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ କରାଯାଉଛି । ଇରାନର ବୈଦେଶିକ ମନ୍ତ୍ରୀ ସଇଦ ଅବ୍ବାସ ଅରାଘଚି ଗୁରୁବାର ଦିନ ନୂଆଦିଲ୍ଲୀରେ…