Latest Odisha News

BREAKING NEWS

ଆପଣାନ୍ତୁ ଏହି ସରଳ ଅଭ୍ୟାସ, ପାଖ ମାଡିବନି କରୋନା

ନୂଆଦିଲ୍ଲୀ: ଏବେ ବି ଟଳିନି କୋରୋନା ବିପଦ। ଆମର ସାମାନ୍ୟ ଅସାବଧାନତା ଯୋଗୁଁ ପୁଣି ଆକ୍ରମଣ କରିପାରେ ଏହି ସଂକ୍ରମଣ। ତେଣୁ, ଆମେ ଆମର ଦୈନନ୍ଦିନ ଜୀବନରେ କିଛି ସରଳ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଏହା କରନ୍ତି, ତେବେ କରୋନା ଆପଣଙ୍କ ପାଖ ମାଡିବନି। ସର୍ବଦା…

କେମିତି ଭାରତ ହାତରୁ ଖସିଯାଇଥିଲା ପିଓକେ?

ନୂଆଦିଲ୍ଲୀ: ପହଲଗାମରେ ପାକିସ୍ତାନର ବର୍ବରତା ଏବଂ ତା’ପରେ ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର ପ୍ରତିଶୋଧ । ହେଲେ ଏବେ ଅସ୍ତ୍ରବିରତି । ବନ୍ଧୁକ ସ୍ଥିର ଅଛି ସତ କିନ୍ତୁ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି । ନିଲର୍ଜ ଭାବେ ପାକିସ୍ତାନ ନିଜ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ବିଜୟର ଏକ…

ଭାରତକୁ ବିଶ୍ୱର ଖାଦ୍ୟ ଟୋକେଇ ହେବାକୁ ପଡ଼ିବ: କେନ୍ଦ୍ର କୃଷିମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଠାରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର…

ପୁଣି ଡରାଇଲା ଝାଡ଼ାବାନ୍ତି ଆତଙ୍କ, ପୋଡାଗଡରେ ୪୦ରୁ ଅଧିକ ଆକ୍ରାନ୍ତ

ଅନୁଗୁଳ: ପୁଣି ଝାଡ଼ାବାନ୍ତି ଆତଙ୍କ। ୪୦ରୁ ଅଧିକ ଆକ୍ରାନ୍ତ। ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ପୋଡାଗଡ ଗାଁ ନୂଆଁସାହିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗାଁରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ,…

ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍‌ମା ଗିରଫ

କୋରାପୁଟ: ଧରାପଡ଼ିଲା ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍‌ମା ଓରଫ ମୋହନ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଧରିଲା ପୋଲିସ। AK-47 ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। କୁଞ୍ଜମ ACM ଥିଲା, ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ। ଏନେଇ କୋରାପୁଟ ଏସପି ରୋହିତ…

ରାଜଧାନୀରେ ଆଉ ହେବନାହିଁ ବସ୍ତି, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜଧାନୀରେ ଆଉ ବସ୍ତି ହେବନାହିଁ। ସରକାର ସୁଲଭ ମୂଲ୍ୟରେ ଘର କରି ଲଟେରି ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଦାନ କରିବେ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର। ରାଜଧାନୀ ଭୁବନେଶ୍ୱରରେ ମଧ୍ୟବିତ୍ତଙ୍କୁ ମିଳିବ ଘର। ସୁଲଭ ମୂଲ୍ୟରେ ଘର…

‘ମୁଁ ଭାରତର….’, ପିଓକେକୁ ନେଇ ପୁଣି ପାକିସ୍ତାନକୁ ବଡ ବାର୍ତ୍ତା…

ନୂଆଦିଲ୍ଲୀ: ପିଓକେ ଆମ ଭାଇ ପରି, ଆମ ଠାରୁ କେତେଦିନ ଦୂରରେ ରହିବ । ଦିନେ ପିଓକେ ନିଜେ କହିବ, ସେ ଭାରତର ଅଂଶ । ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ବ୍ୟବସାୟ ସମ୍ମିଳନୀ,୨୦୨୫ରେ ଯୋଗ ଦେଇ, ପାକିସ୍ତାନକୁ ପୁଣି ବଡ ସନ୍ଦେଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସମ୍ମିଳନୀକୁ…

କଟକ ସମେତ ଏହି ୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୩ଘଣ୍ଟା ମଧ୍ୟରେ ଅନୁଗୁଳ, ବରଗଡ଼, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ କଟକ ଜିଲ୍ଲାର ବିଚ୍ଛିନ୍ନ…

ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ଜଣେ ମୃତ; ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଗୁରୁବାର ଦିନ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଜଣକ ପାରିସାଲ ଗ୍ରାମର ସୁଲନ୍ତ ମିଶାଲ ବୋଲି ଚିହ୍ନଟ…

ପ୍ଲେ ଅଫରେ ମ୍ୟାନ ଅଫ ଦି ମ୍ୟାଚ ହୋଇ ନାହାନ୍ତି କୋହଲି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୨୫ ସଂସ୍କରଣର ପ୍ଲେ ଅଫରେ ପ୍ରବେଶ କରିଛି । ଆରସିବି ଓ ପଞ୍ଜାବ କିଙ୍ଗସ ମଧ୍ୟରେ କ୍ୱାଲିଫାୟର ୧ ଖେଳାଯିବ । ଉଭୟ ଦଳ ବିଜୟ ସହ ସହଜରେ ଫାଇନାଲରେ ପ୍ରବେଶ କରିବା ପାଇଁ ଚାହିଁବେ । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୦୯ରୁ ୨୦୨୪…