Latest Odisha News

BREAKING NEWS

ହୁତି ଆତଙ୍କବାଦୀ ଯୋଗୁଁ ଏୟାର ଇଣ୍ଡିଆ ବିମାନ କଲା ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ: ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି ହୁତି ଆତଙ୍କବାଦୀ । ତେବେ ହୁତି ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଆବୁଧାବିକୁ ଡାଇଭର୍ଟ କରାଯାଇଛି । ବେନ୍ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ…

ପ୍ରଶାସନିକ ସୀମା ପୁନର୍ଗଠନ: ଜୁନ ୩୦ ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଦେଶରେ ଚଳିତ ବର୍ଷ ଜନଗଣନା…

ସିଏମଓରେ ରହିଛି କି କାର୍ଯ୍ୟଚାପ; କାହିଁକି ଏଭଳି କହିଲେ ନିକୁଞ୍ଜ ଧଳ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।…

ଭାରତରେ ପଂହଚିଲେ ରାବାଡା, ଖେଳି ପାରନ୍ତି ଆଇପିଏଲ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସର ପେସ ବୋଲର କାଗିସୋ ରାବାଡା ଚଳିତ ଆଇପିଏଲ ଅଧାରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ପରେ ସେ ରିକ୍ରିଏକଶନାଲ ଡ୍ରଗ୍ସ ସେବନ କରିଥିବାରୁ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଥିବା ଜଣା ପଡିଥିଲା । କ୍ରିକବିଜରେ ପ୍ରକାଶିତ…

ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା….

ଭୁବନେଶ୍ଵର: ୩ ଦିନ ବର୍ଷିବ। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ବହିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗ ସୂଚନା…

୧୨୮ ବର୍ଷୀୟ ପ୍ରସିଦ୍ଧ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ ବାବାଙ୍କ ଦେହାନ୍ତ 

ବାରଣାସୀ: ବାରାଣାସୀର ପ୍ରସିଦ୍ଧ ଯୋଗ ଗୁରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱାମୀ ଶିବାନନ୍ଦ ବାବାଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ୧୨୮ ବର୍ଷୀୟ ବାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛି ଦିନ ଧରି ଖରାପ ଥିଲା। ଯେଉଁଥିପାଇଁ ତାଙ୍କୁ ବିଏଚୟୁ ହସ୍ପିଟାଲରେ ଭର୍ତ୍ତି…

ଶୁଖିଯିବ ପାକିସ୍ତାନ! ଏବେ ଚେନାବ ଜଳ ଅଟକାଇଲା ଭାରତ

ନୂଆଦିଲ୍ଲୀ:ଭାରତର ଆଉ ଏକ ବଡ ଆକ୍ସନ । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଆଉ ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି। ଭାରତ ବାଗଲିହାର ଡ୍ୟାମ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି।…

ଫ୍ଲାଏଓଭରରୁ ଖସିଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଲୋକେ

ରାୟଗଡ଼ା: ରାୟଗଡ଼ାରେ ଏକ ଫ୍ଲାଏଓଭରରୁ ତଳକୁ ଟ୍ୟାଙ୍କର ଖସିପଡ଼ିଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ଡ୍ରାଇଭର ଏବଂ ସ୍ଥାନୀୟ ଲୋକମାନେ। ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ୟାଙ୍କରଟି ବ୍ରିଜର ରେଲିଂକୁ ଧକ୍କା ଦେବା ପରେ ଫ୍ଲାଏଓଭରରୁ ତଳକୁ ଖସି ପଡ଼ିଥିଲା। ବଜାର…

‘ଯୁଦ୍ଧ ଆରମ୍ଭ କ୍ଷଣି ହିଁ ଇଂଲଣ୍ଡ ଯିବି’: ଚର୍ଚ୍ଚାରେ ପାକିସ୍ତାନ ସାଂସଦଙ୍କ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଭୟରେ ପାକ୍ ଲୋକଙ୍କ ଠାରୁ ରାଜନେତା। କିଏ ବଙ୍କର ପ୍ରସ୍ତୁତିରେ ଲାଗିଲେଣି ତ ଆଉ କିଏ ଦେଶ ଛାଡ଼ି ଯିବା ପାଇଁ ଯୋଜନା କଲେଣି। ଏହାରି ଭିତରେ ଏବେ ଜଣେ ପାକିସ୍ଥାନୀ ରାଜନେତାଙ୍କ ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯଦି…

‘ରାମ ପୌରାଣିକ ବ୍ୟକ୍ତିତ୍ଵ’: ରାହୁଲଙ୍କ ମନ୍ତବ୍ୟକୁ ‘ହିନ୍ଦୁ ବିରୋଧୀ’ କହି ବର୍ଷିଲା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଯାଇଛନ୍ତି। ସେଠି ଆମେରିକା ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ପ୍ରଭୁ ରାମଙ୍କୁ "ପୌରାଣିକ ବ୍ୟକ୍ତିତ୍ୱ" ବୋଲି ପରିପ୍ରକାଶ କରିବା ପରେ ଏହାକୁ ନେଇ ଏବେ ତୁମ୍ବିତୋଫନ ସୃଷ୍ଟି କରିଛି ବିଜେପି। ରାହୁଲଙ୍କ ଏହି ମନ୍ତବ୍ୟ…