Latest Odisha News

BREAKING NEWS

ଭକ୍ତି ମାର୍ଗରେ ବିରାଟ, ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ କଲେ ପୂଜାର୍ଚ୍ଚନା…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି, ଦିନ ଥିଲା କହୁଥିଲେ…କ’ଣ ମୁଁ ପୂଜାପାଠ କଲା ଭଳି ମଣିଷ ଲାଗୁଛି….ହେଲେ ଆଜି ସେଇ ମଣିଷ ଭକ୍ତି ମାର୍ଗରେ ନିଜକୁ ଉତ୍ସର୍ଗୀକୃତ କରିଛି । ବିବାହ ପରେ ପ୍ରାୟତଃ ବିରାଟଙ୍କ ଜୀବନରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିବା ବେଳେ, ପତ୍ନୀ…

ସେନାର ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନ୍ କି ବାତ କାର୍ଯ୍ୟକ୍ରମର ୧୨୨ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୁରକୁ ନେଇ ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଆଜି ସମଗ୍ର ଦେଶବାସୀ ଆତଙ୍କବାଦ…

କାନ୍ସରେ ଇତିହାସ ରଚିଲେ ଆଲିଆ, ଗୁଚି ପ୍ରସ୍ତୁତ ପ୍ରଥମ ଶାଢୀରେ ଆସିଲେ ନଜର…

ମୁମ୍ବାଇ: କାନ୍ସର ଶେଷ ଦିନରେ ମନମୋହିଲେ ବଲିଉଡ୍ କୁଇନ୍ ଆଲିଆ ଭଟ୍ଟ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ କପୁର ପରିବାରର ବୋହୂ ଆଲିଆ ଭଟ୍ଟ ଏକ କ୍ରିଷ୍ଟାଲ ନେଟ୍ ଶାଢୀରେ ନଜର ଆସିଥିଲେ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ଖବରର ଶିରୋନାମା ପାଲଟିଥିଲା । କାରଣ ଏହି…

କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ ହାସଲ କଲେ ଜୋକୋଭିଚ

ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଜେନେଭା ଓପନ ଟାଇଟଲ ଜିତିବା ପରେ ସେ ବିଶ୍ୱ ଟେନିସରେ ତୃତୀୟ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜିମ୍ମି କର୍ଣ୍ଣର୍ସ ଓ ରୋଜର ଫେଡେରର କେବଳ ଏହି…

‘ମୁଁ ସରକାରଙ୍କ ପାଇଁ କାମ କରୁନି’: କାହିଁକି ୟୁଏସରେ ଏମିତି କହିଲେ, ଅପରେସନ ସିନ୍ଦୂରର ପ୍ରତିନିଧିତ୍ବ କରୁଥିବା…

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ଆମେରିକା ଯାଇଥିବା କଂଗ୍ରେସ ସାଂସଦ ଶଶି ଥରୁର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିକ୍ରିୟା ରଖିଛନ୍ତି । ଦେଶ କିପରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମୁକାବିଲା ପାଇଁ ପ୍ରସ୍ତୁତ, ଏବଂ ଅପରେସନ ସିନ୍ଦୂର…

ଦେଶର ୪ଟି ରାଜ୍ୟର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ୫ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ…

ବିଶ୍ବର ସର୍ବବୃହତ ୪ର୍ଥ ଅର୍ଥନୈତିକ ଦେଶ ହେଲା ଭାରତ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ । ଜାପାନକୁ ଟପି ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନୀତ ହେଲା ଭାରତ । ଏନେଇ ସୂଚନା ଦେଲେ ନିତି ଆୟୋଗ ସିଇଓ ବି.ବି.ଆର୍ ସୁବ୍ରମଣ୍ୟମ । ଆମେରିକା, ଚୀନ ଓ ଜର୍ମାନୀ ପରେ ୪ର୍ଥ ସ୍ଥାନରେ ରହିଛି ଭାରତ । IMFର ତଥ୍ୟ ଅନୁସାରେ…

ଦିଲ୍ଲୀ-ଏନସିଆରରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା, ବଦଳିଲା ୨୫ରୁ ଅଧିକ ବିମାନର ଗତିପଥ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ ପାଗ ପରିବର୍ତ୍ତନ ହେଉଛି । ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ପ୍ରବଳ ପବନ ଏବଂ ବର୍ଷା କାରଣରୁ ଦିଲ୍ଲୀବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।…

କେରଳ ଛୁଇଁଲା ମୌସୁମୀ: ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର: ଚଳିତ ବର୍ଷ ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରାକ୍ ମୌସୁମୀ…

ଆପଣ ଏସି ସହିତ ପଙ୍ଖା ବ୍ୟବହାର କରୁଛନ୍ତି କି…?

ଭୁବନେଶ୍ବର: ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏୟାର କଣ୍ଡିସନର ବ୍ୟବହାର କରୁଛନ୍ତି । ଦିନକୁ ଦିନ ଗରମ ବୃଦ୍ଧି ପାଉଛି। ଏତେ ପ୍ରବଳ ଗରମରେ, AC ହେଉଛି ଏକମାତ୍ର ସାହାରା ପାଲଟିଛି। କିନ୍ତୁ ଏସି ଚଲାଇବା ସମୟରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏସି ସହିତ ପଙ୍ଖା ଚଲାଇବେ କି…