କରୁଣଙ୍କୁ କ୍ରିକେଟ ଦେଲା ଆଉ ଏକ ସୁଯୋଗ
ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଏଥିରେ କରୁଣ ନାୟାରଙ୍କୁ ସୁଯୋଗ ମିଳିଛି । ୮ ବର୍ଷ ପରେ କରୁଣ ଜାତୀୟ ଦଳକୁ ଫେରିଛନ୍ତି । କିଛି ଦିନ ତଳେ ସେ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ କ୍ରିକେଟ ମୋତେ…