ଝାଡ଼ଖଣ୍ଡରେ ଏନକାଉଣ୍ଟର୍: ଟପ୍ ମାଓନେତା ଓ ତାଙ୍କ ସହଯୋଗୀ ନିହତ
ରାଞ୍ଚି: ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଝାଡ଼ଖଣ୍ଡରେ ଏନକାଉଣ୍ଟର୍। ଆଜି ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନକାଉଣ୍ଟର୍ କରିଛନ୍ତି ସୁରକ୍ଷାକର୍ମୀ। ଶନିବାର ସକାଳେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏକ ଏନକାଉଣ୍ଟରରେ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ…