Latest Odisha News

BREAKING NEWS

୬ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଆଉ ଛଅ ଜଣ ଓଏଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି। ଲୋପାମୁଦ୍ରା ମହାନ୍ତିଙ୍କୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱରରେ ଓୟୁଏଟିର ପୂର୍ବତନ ରେଜିଷ୍ଟ୍ରାର GA ଏବଂ PG ବିଭାଗରେ ଯୋଗ ଦେଇଥିଲେ।…

ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି 

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ୫ ବର୍ଷ ପୁରୁଣା ଏକ ଆବେଦନକୁ ନେଇ ତାଙ୍କ ବିରୋଧରେ ଝାଡ଼ଖଣ୍ଡର ଚାଇବାସା ଏମପି-ଏମଏଲଏ କୋର୍ଟ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏଥିସହିତ ତାଙ୍କୁ ଜୁନ୍ ୨୬ ରେ…

ବାଂଲାଦେଶୀ ଅନୁପ୍ରବେଶଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି। ଚେକ୍‌…

‘ସିନ୍ଧୁଚୁକ୍ତି ଉଲ୍ଲଘଂନ ପାକିସ୍ତାନ ହିଁ କରିଛି, ଭାରତ ନୁହେଁ….’

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ବହୁବିଧ କାରଣ ଦ୍ୱାରା ପରିଚାଳିତ ଏକ ସୁଚିନ୍ତିତ ପ୍ରକ୍ରିୟାର ପରିଣାମ ଥିଲା । ଜଳ ଚୁକ୍ତି ଉଲ୍ଲଘଂନ କରିଥିବା ଭାରତ ନୁହେଁ, ପାକିସ୍ତାନ ଥିଲା ବୋଲି, ଜାତିସଂଘ…

ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ବିଏସଏଫ ଗୁଳିରେ ନିପାତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସମୟରେ ଭାରତ ଦ୍ୱାରା ପରାସ୍ତ ହେବା ପରେ ମଧ୍ୟ ପାକିସ୍ତାନ ସୁଧୁରୁନି। ସୀମାରେ ଅନୁପ୍ରବେଶ ପାଇଁ ତାଙ୍କର ପ୍ରୟାସ ଏବେ ବି ଜାରି ରହିଛି। ସଦ୍ୟତମ ଘଟଣାକ୍ରମରେ, ଶୁକ୍ରବାର ରାତିରେ ଗୁଜୁରାଟର ବନାସକାଣ୍ଠାରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତରେ ପ୍ରବେଶ…

ଆପଲ୍ ପରେ ସାମସଙ୍ଗ ପାଳି: ଧମକାଇଲେ ଟ୍ରମ୍ପ….

ନୂଆଦିଲ୍ଲୀ: ଗାଦିରେ ବସିବା ପରେ ଏବେ ଟ୍ରମ୍ପଙ୍କ ବଡ ଅସ୍ତ୍ର ସାଜିଛି ଟାରିଫ୍ । କଥା ପଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା । ପୂର୍ବରୁ ଟାରିଫ୍ ଧମକ ଆପଲକୁ ଦେଇଥିବା ବେଳେ, ଏବେ ସମାନ ଧମକ ସାମସଙ୍ଗକୁ ମଧ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଆପଲ୍‌ର…

ଆସନ୍ତୁ ଜାଣିବା ବିପାଶା ବସୁଙ୍କ ଭାଇରାଲ ଫଟୋର ସତ୍ୟତା

ମୁମ୍ବାଇ: ସୋସିଆଲ ମିଡିଆରେ ବିପାଶା ବସୁଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଏକଦା ଗ୍ଲାମର ଡଲ ଭାବେ ବିବେଚିତ ବିପାଶା ଆବଶ୍ୟକତାଠାରୁ ଅଧିକ ମୋଟୀ ଏବଂ ବୟସ୍କ ଲାଗୁଛନ୍ତି । ଯାହାକି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବିପାଶା ୨ ଦିନ ତଳେ ତାଙ୍କର ଏକ ଫଟୋ…

ଭୁବନେଶ୍ୱର ସମେତ ଏସବୁ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଶନିବାର ରାଜଧାନୀ ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ମଧ୍ୟମ ଝଡ଼ବର୍ଷା/ବଜ୍ରପାତ ସହିତ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିବ। ଏଥିସହିତ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର,…

୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି, ଅର୍ଥାତ୍ ମେ ୨୪ରେ କେରଳ ଛୁଇଁଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଉଁଥିବା ବେଳେ ଏଥର ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଯାହା ଗତ ୧୬ ବର୍ଷ ପରେ ସଅଳ…

ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ, ୫୪ ବର୍ଷରେ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ । ଗତକାଲି ଅର୍ଥାତ୍ ମେ ୨୩ ତାରିଖରେ ତାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ତାଙ୍କର ଦେହ ବହୁତ ଖରାପ ରହୁଥିବାରୁ, ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ ଶୁକ୍ରବାର ୫୪ ବର୍ଷୀୟ ତାଙ୍କ ତାଙ୍କ ପାର୍ଥୀବ ଶରୀର ତ୍ୟାଗ କାରିଛନ୍ତି ।…