Latest Odisha News

BREAKING NEWS

ବିହାରରେ ନୀତିଶଙ୍କ ଦଳ ହାଇଜାକ୍! ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ: ଯଦିଓ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ତା ପୂର୍ବରୁ ଏଠାକାର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ରଣନୀତିଜ୍ଞ ଏବଂ ଜନ ସୂରାଜ ସଂଯୋଜକ ପ୍ରଶାନ୍ତ କିଶୋର ଜେଡିୟୁ ଏବଂ ବିହାରର ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ କରିଛନ୍ତି।…

‘ଏମିତି ଶିକ୍ଷା ଦେବୁ, ତାଙ୍କ ପିଢ଼ି ମନେ ରଖିବ’, ‘ଅପରେସନ ସିନ୍ଦୂର’ର ଆଉ ଏକ ଭିଡିଓ ଜାରି କଲା ସେନା

ନୂଆଦିଲ୍ଲୀ: ସାରା ବିଶ୍ବ ଦେଖିଲା କେମିତି ଅପରେସନ ସିନ୍ଦୂର ମାଧ୍ୟମରେ ଧରାଶାୟୀ ହେଲା ପାକିସ୍ତାନ । ସଠିକ୍ ନିଶାନା କରି, ତାର ସଠିକ୍ ପ୍ରମାଣ ଦେଇ, ନିଜର ପ୍ରତିଶୋଧ ନେଲା ଭାରତ । ଆଉ ଏହି ସଫଳତାର ଆଉ ଏକ ଭିଡିଓ ଜାରି କରିଛି ଭାରତୀୟ ସେନା । ଖାଲି ଭିଡିଓ ଜାରି କରିନି, ଏଥିରେ…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବନି ଡିଜିଏମଓ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରୀୟ ଆଲୋଚନା ହେବ ନାହିଁ। ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ମେ ୧୨ ତାରିଖରେ ଏକ ଆଲୋଚନା ହୋଇଥିଲା। ଯେଉଁଥିରେ ଉଭୟ ଦେଶ ମେ ୧୮ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ରାଜି…

ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରସଙ୍ଗ: ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ଜାରି କଲେ ନିର୍ଦ୍ଦେଶନାମା ।  ପୁରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ  ,…

ନିଖୋଜ ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ଗତ ଶୁକ୍ରବାର ଦିନରୁ ନିଖୋଜ ଥିବା ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବଲାଙ୍ଗୀରର ଲରମ୍ଭା ଥାନା ଅନ୍ତର୍ଗତ ଘାସିଆନ ଗାଁ ନିକଟ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଗଣେଶରାମ ଭୋଇ ହୋଇଥିବା ବେଳେ ସେ କିଛି ଦିନ…

୬ମାସ ପରେ ଖୋଲିଲା ୪ର୍ଥ କେଦାର ରୁଦ୍ରନାଥ ମନ୍ଦିର ; ଏଠାରେ କରାଯାଏ ମହାଦେବଙ୍କ ମୁଖ ପୂଜା

ଉତ୍ତରାଖଣ୍ଡ:ପଞ୍ଚ କେଦାରଙ୍କ ମଧ୍ୟରେ ଚତୁର୍ଥ କେଦାର ପ୍ରଭୁ ରୁଦ୍ରନାଥଙ୍କ ଦ୍ୱାର ଆଜି ବ୍ରହ୍ମ ମୁହୂର୍ତ୍ତରେ ସକାଳ ୪ଟାରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ଥିଲେ। ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା 'ବମ୍-ବମ୍ ଭୋଲେ' ଧ୍ୱନିରେ ମନ୍ଦିର ପରିସର…

ବିଜେଡିର ପିଏସି ବୈଠକ: ଜାତୀୟ ସୁରକ୍ଷା, ରାଜ୍ୟ ରାଜନୀତି, ଶିଳ୍ପ ବିକାଶ ନେଇ ଆଲୋଚନା

ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ବିଜେଡିର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ । ଶନିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ…

ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ, ଏବେ ଭାରତ ବିରୋଧରେ ହେବ ଫେରାଦ

ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ । ବିଶ୍ବ ଦରବାରରେ ମୁଖା ଖୋଲିବା ଭୟରେ ଏବେ ଭାରତକୁ ପାଦେ ପାଦେ ଦେଖିକି ନେଉଛି ପଦକ୍ଷେପ । ଅପରେସନ୍ ସିନ୍ଦୂର ପରେ ବିଶ୍ୱସ୍ତରୀୟ କୂଟନୈତିକ ଯୋଗାଯୋଗ ପାଇଁ ଭାରତ ସାତ ଜଣିଆ ପ୍ରତିନିଧିମଣ୍ଡଳୀ ଘୋଷଣା କରିବାର କିଛି ଘଣ୍ଟା ପରେ,…

୭ ଟିମରେ ୫୯ ସାଂସଦ….ବିଦେଶରେ ଖୋଲିବେ ପାକିସ୍ତାନ ମୁଖା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଏନେଇ ୫୯ ଜଣ ସାଂସଦଙ୍କ ତାଲିକା ପ୍ରକାଶ କରିଛି କେନ୍ଦ୍ର । ବିଶ୍ୱର ୩୩ ଟି ଦେଶରେ ଅପରେସନ ସିନ୍ଦୁରର ଶୂନ୍ୟ…

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଲିଛି । ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୧୭ ଜଣ ଜୀବନ୍ତ…