ରାହୁଲ ବୈଦ୍ୟଙ୍କୁ ଅନବ୍ଲକ୍ କଲେ କି କୋହଲି…
ନୂଆଦିଲ୍ଲୀ: କିଛି ଦିନ ତଳେ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ପୋଷ୍ଟକୁ ଭୁଲବଶତଃ ଲାଇକ୍ କରିଦେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।
ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଯାଇଥିବା ବୋଲି ମଧ୍ୟ ଦର୍ଶାଯାଇଥିଲା। ନିଜର ଇନଷ୍ଟାଗ୍ରାମ ର ଫିଡ୍ କ୍ଲିୟର କରିବା…