Latest Odisha News

ସୀମାରେ ମାଓ ଅପରେସନ ବେଳେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର:ସୀମାରେ ଓଡ଼ିଆ ଯବାନ ସହିଦ ।  ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡିଆ ଯବାନ ସୁଶାନ୍ତ ଖୁଂଟିଆ।  ମାଓ ଏନକାଉଣ୍ଟରରେ ସାମିଲ ହୋଇଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଂଟିଆ । ଏହି ଖବର ପହଞ୍ଚିବା ପରେ ସାରା କେନ୍ଦୁଝର ଜିଲ୍ଲାରେ ଖେଳି ଯାଇଛି ଶୋକର…

ବିକ୍ରିହେବ ବଡ଼ ଓଡ଼ିଆ ମଠ ! ମଠ ମହନ୍ତଙ୍କ କଡା ବିରୋଧ, ଦେଲେ ଆତ୍ମହତ୍ୟା ଧମକ

ପୁରୀ: ନିଶ୍ଚିହ୍ନ ହୋଇଯିବ  ୫ ଶହ ବର୍ଷର ମଠ ସଂସ୍କୃତି ! ଅତିବଡୀଙ୍କ ସାଧନା ପୀଠ ବିକ୍ରି ନେଇ ଚାଲିଛି ବଡ ଷଡ଼ଯନ୍ତ୍ର। ଶାଗମାଛ ଦରରେ ମଠକୁ ଅନ୍ୟ ହାତରେ ଟେକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରୁଛି ହୀନଉଦ୍ୟମ । ବଡ଼ ଓଡ଼ିଆ ମଠର  ବିକ୍ରି ପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ ।…

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ‘ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା’ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ…

୪୭ ବର୍ଷ ପରେ ରୁଷର ମୁନ୍ ମିଶନ: ଲୁନା-୨୫ ଲଞ୍ଚ କଲା ମସ୍କୋ,ଅଗଷ୍ଟ ୨୨ ସୁଦ୍ଧା ଲ୍ୟାଣ୍ଡିଂ

ମସ୍କୋ: ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ରୁଷ ଆରମ୍ଭ କରିଛି ତାର ମୁନ ମିଶନ । ଏହି ମିଶନ ଅନୁସାରେ ଆଜି ପ୍ରତ୍ୟୁଷରୁ ରୁଷ ତାର ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି  । ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ସପ୍ଟ ଲାଣ୍ଡିଂ କରିବାରେ ଏହା ହେବ ପ୍ରଥମ ରାଷ୍ଟ୍ର  । ଯଦିଓ ଭାରତର ଚନ୍ଦ୍ରଯାନ-୩ ପ୍ରଥମେ…

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଗାଇଡଲାଇନ, ବିନା ପ୍ରମାଣ ପତ୍ରରେ ଦେଇପାରିବେନି ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ପାଇଁ ଆସିଛି ନିର୍ଦ୍ଦେଶନାମା। ଏଣିକି ସୋସିଆଲ ମିଡିଆରେ ବିନା ପ୍ରମାଣ ପତ୍ରରେ ଦେଇପାରିବେନି କୌଣସି ପ୍ରକାର ପରାମର୍ଶ। ଏହି ଇନ୍‌ଫ୍ଲୁଏନ୍‌ସର ସେଲିବ୍ରିଟି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ଥ ରହିବା ପାଇଁ…

ଦୀପ ଜଳାଇବା ସମୟରେ କରନ୍ତୁନି ଏହି ଭୁଲ; ନଚେତ ହୋଇଯିବେ କାଙ୍ଗାଳ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଭଗବାନ ଓ ଦେବୀଙ୍କ ଉପାସନା ପାଇଁ ଦୀପ ପ୍ରଜ୍ୱଳିତ ହୋଇଛି। ବିଶ୍ୱାସ କରାଯାଏ ଯେ ଦୀପ ଜାଳିବା ବିନା ଈଶ୍ବରଙ୍କ ଉପାସନା ସଂପୂର୍ଣ୍ଣ ବିବେଚନା କରାଯାଏ ନାହିଁ। ଅନ୍ୟପକ୍ଷରେ, ଯଦି ଦୀପ ଜାଳିବା ସମୟରେ କିଛି ଜିନିଷର ଯତ୍ନ ନିଆଯାଏ ନାହିଁ, ତେବେ ସୁଖ ଏବଂ ଶାନ୍ତି…

‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ‘ସ୍ବାଧୀନତା ସଂଗ୍ରମାକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁଥିବା ଏହି…

ଆପଣ ଚା’ ଲଭର କି? ତେବେ ଚିନି ବଦଳରେ ପିଅନ୍ତୁ ଗୁଡ଼ ଚା, ସ୍ଵାସ୍ଥ୍ୟ ପାଇଁ ବେଶ ଉପକାରୀ

ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । ଏହାବାଦ ଅଫିସରେ କାମ କରୁଥିବା ବେଳେ, ଅଧିକ ଥଣ୍ଡା ପଡ଼ିଥିଲେ, ବା…

ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ…

୫ ହଜାର ବର୍ଷ ପୁରୁଣା ଲିପଷ୍ଟିକର ଇତିହାସ: ପୁରୁଷମାନେ ବି କରୁଥିଲେ ବ୍ୟବହାର

ଭୁବନେଶ୍ୱର: ନାରୀ ମାନଙ୍କ ସୌନ୍ଦର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ୍ ଅନ୍ୟତମ  । ଆଜିର ଆଧୁନିକ ଯୁଗରେ ଲିପଷ୍ଟିକର ବ୍ୟବହାର ବହୁଳ ଭାବରେ ବଢିଯାଇଛି  । ନରୀମାନେ ନିଜକୁ ଆକର୍ଷଣୀୟ କରିବା ଲାଗି ଲିପଷ୍ଟିକ୍ ଲଗାଇବାକୁ ଭୁଲୁନାହାନ୍ତି  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହି…