Latest Odisha News

ଜୟପୁରର ବିଭିନ୍ନ ହୋଟେଲରେ ରେଡ୍ : ଆଦାୟ ହେଲା ଜରିମାନା 

ଜୟପୁର: ଖାଦ୍ୟର ମାନ ଯାଞ୍ଚ ଲାଗି ଆଜି ଜୟପୁର ସହରର ବିଭିନ୍ନ ହାଟେଲ ଓ ଗୋଦାମ ଉପରେ ଚଢାଉ କରାଯାଇଛି  । ପୌରପାଲିକା ଓ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ମିଳିତ ଭାବରେ ଏହି ରେଡ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ସହରର NKT ରୋଡରେ ଥିବା ବିଭିନ୍ନ ହୋଟେଲ ଏବଂ ଗୋଦାମ ଗୁଡିକରେ…

ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ୨୩.୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଦୂର ହେବ ଚିଲିକାସ୍ଥିତ ମାଛ ଚାଷରେ ନିର୍ଭରଶୀଳ ଲୋକଙ୍କ ଦୁଃଖ। ସରଳ ହେବ ଜୀବନଜାପନ। ଚିଲିକା ହ୍ରଦର ସଂରକ୍ଷଣ ଏବଂ ପରିଚାଳନା ପାଇଁ କେନ୍ଦ୍ରରୁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶକୀୟ ଅର୍ଥ ପ୍ରଦାନ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ…

ସଂସଦରେ ଅନାସ୍ଥା ବିତର୍କ: ଶାଏରୀରେ କଂଗ୍ରେସକୁ କଡ଼ା ଜବାବ ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ଶେଷ ଦିନ। ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ସଦନରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଏହା ଅବିଶ୍ୱାସ ପ୍ରସ୍ତାବର…

ମନ୍ଦିରରେ କାହିଁକି ରହିଥାଏ ନଗ୍ନ ମୂର୍ତ୍ତି? ଜାଣନ୍ତୁ ଏହା ପଛର କାରଣ…

ଭୁବନେଶ୍ଵର: ଯଦି କେବେ ଆପଣ ମନ୍ଦିର ଯାଇଥିବେ ତେବେ ନିହାତି ଭାବରେ ମନ୍ଦିର କୁ ପ୍ରବେଶ କରିବା ପୂର୍ବରୁ ମନ୍ଦିର ବାହାରେ ବିଭିନ୍ନ ନଗ୍ନ ବେଶରେ ଥିବା ମୂର୍ତ୍ତ ଦେଖିଥିବେ । ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ ମନ୍ଦିର ଭଳି ଏକ ପୂନ୍ୟ ଜାଗାରେ ଏସବୁ ଖରାପ ଜିନିଷ କାହିଁକି ରହିଛି । ରୁଷି…

ପ୍ରଧାନମନ୍ତ୍ରୀ ଓବେସୀଙ୍କ ଟାର୍ଗେଟ; ପଚାରିଲେ ଦେଶ ବଡ ନ ହିନ୍ଦୁତ୍ୱ ?

ନୂଆଦିଲ୍ଲୀ:ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନାର ଶେଷ ଦିନ । ଏହି ଅବସରରେ  ଏଆଇଏମଆଇଏମ (AIMIM)  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀ ନିଜର ବକ୍ତବ୍ୟ ରଖିଛନ୍ତି । ଓବେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଂସଦରେ ବର୍ଷିଛନ୍ତି । ଓବେସୀ କହିଛନ୍ତି, ନୁହରେ ବଡ ବଡ କୋଠା ଭାଙ୍ଗି…

ଇନଫୋସିସ୍ ବିପିଏମ୍ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ନୂତନ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସ୍‌ର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର (ବିପିଏମ୍) ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପଟିଆସ୍ଥିତି ଇନଫୋସିସ ପରିସରରେ ସୂଚନା ଓ…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନର

ଭୁବନେଶ୍ଵର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନର । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ…

ଏମିତି ଚାଲିଛି ସରକାରୀ ଯୋଜନା: ଜମି ପଟ୍ଟା ମିଳିଲା ହେଲେ ଜମି କେଉଁଠି ଲୋକେ ଜାଣି ନାହାଁନ୍ତି

ନୂଆପଡା: ସରକାର ଗରିବ , ଅସହାୟ ଲୋକମାନଙ୍କ ଉନ୍ନତି ଲାଗି ମାଳ ମାଳ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଏବଂ ବୈମାତୃକ ମନୋଭାବ ଯୋଗୁଁ ଏହା ଏକ ପ୍ରହସନରେ ପରିଣତ ହୋଇଛି  ।  ପ୍ରକୃତ ହିତାଧିକାରୀ ନିଜ ହକ୍…

ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ୱର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ।  ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ…

ଆପଣ ଗ୍ରୀନ୍ ଟି ପିଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଦୈନନ୍ଦିନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆମେ ସମସ୍ତେ ଚିନ୍ତିତ। ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ରହିଛୁ। ବଢୁଥିବା ମେଦବହୁଳତା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲୋକମାନେ ପ୍ରାୟତଃ ଗ୍ରୀନ୍ ଟି ପିଇବା ଆରମ୍ଭ କରନ୍ତି । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ଟିରୁ ଆମକୁ କ’ଣ ଲାଭ…