Latest Odisha News

ଓସ୍କାର ବିଜେତା ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ପରଲୋକ

ମୁମ୍ବାଇ: 'ଦ ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୂର୍ବତନ ହଲିଉଡ୍ ରିପୋର୍ଟରର ଷ୍ଟିଫେନ୍ ଗାଲୋୱାଇ ତାଙ୍କର ମୃତ୍ୟୁ ସୂଚନା ଦେଇଛନ୍ତି। ୱିଲିୟମଙ୍କର ଦୀର୍ଘଦିନ…

ପୁସ୍ତକ ପରିଚୟ : ଲୌକିକ ପାରଲୌକିକ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ଲୌକିକ ପାରଲୌକିକ ଗାଳ୍ପିକ : ନିତ୍ୟାନନ୍ଦ ପଣ୍ଡା ପ୍ରକାଶକ ‐ ଶ୍ରଦ୍ଧା ପ୍ରକାଶନୀ, ଅଲିଶା ବଜାର, କଟକ ମୋ ‐ ୯୯୩୮୪୬୩୩୨୨ ପୃଷ୍ଠା ‐ ୨୨୪, ମୂଲ୍ୟ ଟ୨୧୫/- ମାତ୍ର ଶୂନଶାନ୍ ରାତି, କିଟିମିଟିଆ ଅନ୍ଧାର....ଆକାଶରେ ଜହ୍ନ…

ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତ ଗରିଫ

ସୁବର୍ଣ୍ଣପୁର: ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ସୋନପୁର ପୋଲିସ। ସୋମବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ମନୁମୁଣ୍ଡା ପଟୁ ଆସୁଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ।…

ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’: ସତର୍କ କଲା ‘ହୁ’

ଲଣ୍ଡନ:  ଦୀର୍ଘ ଦିନର ବ୍ୟବଧାନ ପରେ ଏବେ  ପୁଣି କଡ ଲେଉଟାଇଲାଣି କରୋନା । ବଢିଛି ଭୟ ଏବଂ ଆଲର୍ଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।   ଦୀର୍ଘ ଦିନର ବ୍ୟବଧାନ ପରେ ଏଠାକାରବାସୀଙ୍କୁ ପୁଣି କରୋନା ଡରାଇଲାଣି । ସେଠାରେ ଜନ୍ମ ନେଇଛି ଏକ ନୂଆ ଭାରିଆଣ୍ଟ । ଯାହାର ନାମ ରହିଛି ଏରିସ୍ ।…

କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି ଓ…

ଦୁର୍ବୃତ୍ତଙ୍କୁ ଧରାପକେଇଲା ଡିଜିଟାଲ ପେମେଣ୍ଟ; ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ଶିକ୍ଷକ

ସୁନ୍ଦରଗଡ:ସୁନ୍ଦରଗଡରୁ ଅପହୃତ ଜଣେ ସ୍କୁଲ ହେଡମାଷ୍ଟରଙ୍କୁୂ ମଙ୍ଗଳବାର ଉଦ୍ଧାର କରିଛି ପୋଲସ । ଛତିଶଗଡର ଯୋରନ୍ଦାର ଏକ ଜଙ୍ଗଲିଆ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୋଲିସ । ଏଥିସହିତ ତାଙ୍କୁ ଅପହରଣ କରି ନେଇଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି । ମିଳିଥିବା…

ଭୁବନେଶ୍ୱରରେ ଜେଏସପି ଫାଉଣ୍ଡେସନ ଦ୍ବାରା ଥଣ୍ଡା ପାନୀୟ ଜଳ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଓପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲଙ୍କ ୯୩ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ସେବା ଆରମ୍ଭ କରାଯାଇଛି । ସୋମବାର ଭୁବନେଶ୍ୱର ମେୟର ସୁଲୋଚାନା ଦାସ…

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ରାହୁଲଙ୍କ ସ୍ଥାନରେ ଗୌରବ ଗୋଗୋଇ ନେଲେ ନେତୃତ୍ୱ

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସର ବରିଷ୍ଠ ନେତା ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ…

କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର…

୨୫ ବର୍ଷ ପରେ ଏକତ୍ର ହେବେ କି ସଲମାନ-କରଣ

ମୁମ୍ବାଇ: ୨୫ ବର୍ଷ ପରେ ସଲମାନ ଖାଁ ଓ କରଣ ଜୌହର ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ୧୯୯୮ରେ ରିଲିଜ କୁଛ କୁଛ ହୋତା ହୈରେ ଉଭୟ ଏକାଠି କାମ କରିଥିଲେ । ଶେରଶାହା ଫିଲ୍ମର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ କରଣ…