ଥମିଛି ଗୁଳିବିନିମୟ କିନ୍ତୁ ଏବେ ବି ଭାରତ ପାକିସ୍ତାନ ମଧ୍ୟରେ ଜାରି ରହିଛି ଏହି ସବୁ ବିବାଦ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ମେ ୭ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାରେ ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଓ ପାକିସ୍ତାନର ଅନେକ…