Latest Odisha News

ବିଜେଡିର ମହିଳା ବିରୋଧୀ ଚେହେରା ସଂସଦରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ଆପ । ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି,…

ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ଇନ୍ଦ୍ର: ଦୁଇଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ନୂଆପଡା : ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଲ କିଶୋର ଖଟୁଆ । ଜଳ ନିଷ୍କାସନ ସମୟ ରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର…

ଏଣିକି ନକଲି ଔଷଧ ସହଜରେ ହେବ ଚିହ୍ନଟ: ପ୍ରତ୍ୟେକ ଔଷଧ ଉପରେ ରହିବ QR କୋଡ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ…

ମୁସଲମାନ ମହିଳାଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା, ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଗାମୀ ରକ୍ଷାବନ୍ଧନରେ ମୁସଲମାନ ମହିଳାମାନଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା। ସାଂସଦ ତଥା ବିଜେପି ଏବଂ ଏନଡିଏ ଦଳର ନେତାମାନେ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବେ। ମୋଦୀ ବିଜେପି ଏବଂ ଏନଡିଏ…

 ଶ୍ରମିକ ସାମାଜିକ ସୁରକ୍ଷା  ଯୋଜନାରେ ସାମିଲ ହେବେ ଡେଲିଭରି ବୟଙ୍କ ସହ ୫୦ ବର୍ଗ;  ମିଳିବ ଏସବୁ ସହାୟତା

ଭୁବନେଶ୍ୱର:ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ  ।  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଏମାନଙ୍କୁ ସରକାର ଯୋଗାଇ ଦେବେ ସହାୟତା । ଶ୍ରମିକ ତଥା…

କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ

ଭୋପାଳ: ଦକ୍ଷିଣ ଆଫ୍ରିକାର ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା ‘ଧାତ୍ରୀ' କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଛି। ଫଳରେ ଗତ ୧୧ ମାସ ମଧ୍ୟରେ ୩ଟି ଛୁଆଙ୍କୁ ମିଶାଇ ମୋଟ…

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି: ଖୁବଶୀଘ୍ର ଶସ୍ତା ହୋଇପାରେ କ୍ଷୀର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଆଶ୍ୱସ୍ତି। ମୌସୁମୀ ପରେ ଶସ୍ତା ହୋଇପାରେ କ୍ଷୀର ମୂଲ୍ୟ। ଭାରତରେ ଦୁଗ୍ଧ ମୂଲ୍ୟ ତିନି ବର୍ଷ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷର ୧୦ ପ୍ରତିଶତ ବୃଦ୍ଧି ମଧ୍ୟ ସାମିଲ ରହିଛି । । କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ…

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି l ଲଗାଣ ବର୍ଷା…

ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଚମକିବ ଆପଣଙ୍କ ଭାଗ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପକାଇଥାଏ । କେତେକ କ୍ଷେତ୍ରରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ଭାର କାରଣ ଅଟେ…

ଭାରତୀୟ ଲେଖିକାଙ୍କ ବଡ ସଫଳତା : ବୁକର୍ ପ୍ରାଇଜ 2023ରେ ଅନ୍ତର୍ଭୁକ୍ତ ହେଲା ଉପନ୍ୟାସ ‘ୱେଷ୍ଟର୍ଣ୍ଣ…

ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ରହୁଥିବା ଭାରତୀୟ ଲେଖିକା ଚେତନା ମାରୋଙ୍କ ପ୍ରଥମ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍' ବୁକର୍ ପୁରସ୍କାର ୨୦୨୩ ର ସମ୍ଭାବ୍ୟ ୧୩ ବିଜେତା ପୁସ୍ତକ ମଧ୍ୟରେ ସାମିଲ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶ ପାଇଥିବା ତାଲିକାରେ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍'…