ଓଡ଼ିଆ ପୁଅ ଓମ୍ ପ୍ରକାଶ ଜେଇଇ ମେନ୍ ଟପ୍ପର
ଭୁବନେଶ୍ବର: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡିଆ ପୁଅ ଓମ ପ୍ରକାଶ ବେହେରା । ଜେଇଇ ମେନ ୨୦୨୫ ଟପ୍ପର ହୋଇଛନ୍ତି ଓମ୍ । ସେ ଜେଇଇ ମେନ୍ ୨୦୨୫ (JEE Main 2025) ସେସନ୍-୨ରେ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଓମ୍ ପ୍ରକାଶ ୩୦୦ ମାର୍କରୁ ୩୦୦ ଅର୍ଥାତ୍ ପରଫେକ୍ଟ ସ୍କୋର କରି…