Latest Odisha News

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ଗଲା ୯ ଜୀବନ

ଭୁବନେଶ୍ୱର: ସୋମବାର ରାଜ୍ୟରେ ପୃଥକ ପୃଥକ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ୨ଟା ପରେ ସଂଧ୍ୟା ୬ଟା ଯାଏ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ମାରିଥିଲା। ଯେଉଁଥିରେ ଖବର ଲେଖା ହେବା ସୁଦ୍ଧା ୯ ଜଣଙ୍କର ବିଜୁଳି ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପିପିଲି…

ନବରଙ୍ଗପୁରର ନମ୍ରତା, ଆରଆଇ ଚାକିରି ଛାଡି ଓଏଏସ ପରୀକ୍ଷାରେ ହେଲେ ସଫଳ

ଭୁବନେଶ୍ୱର/ନବରଙ୍ଗପୁର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓଏଏସ୍) ୨୦୨୧ର ଫଳାଫଳ ସୋମବାର ପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓସିଏସ୍ ୨୦୨୧ରେ ଟପ୍ପର ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା…

ରାଜଧାନୀରେ ଲଗାଣ ବର୍ଷା, ଏମ୍ସ ହସ୍ପିଟାଲ କାନ୍ଥ ଭୁଶୁଡିବାରୁ ତିନି ଆହତ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ମଧ୍ୟରେ ଏମ୍ସର ପାଚେରୀର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଏମ୍ସର ଦୁଇ ଜଣ କର୍ମଚାରୀ ବାଉଣ୍ଡରୀ କାନ୍ଥ ନିକଟରେ ଥିବା ଏକ ଦୋକାନରେ ଆଶ୍ରୟ ନେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଲଗାଣ ବର୍ଷା ଜାରି…

ଛାଡପତ୍ର ମାମଲା: ଚୂଡ଼ାନ୍ତ ଜେରାରେ ଅଭିନେତ୍ରୀ ବର୍ଷା ସାମ୍ନା କଲେ ୧୮୫ ପ୍ରଶ୍ନ

କଟକ : କଟକ ଫ୍ୟାମିଲି କୋର୍ଟରେ ସୋମବାର ଛାଡ଼ପତ୍ର ମାମଲାର ଶେଷ ପର୍ଯ୍ଯାୟ ଶୁଣାଣି ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାୟ ୧୮୫ଟି ପ୍ରଶ୍ନ ପଚରାଯାଇଥିଲା। ଉଭୟ ବର୍ଷା ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ହାଜର ହୋଇଥିଲେ। ଶୁଣାଣି ପରେ…

ୱକ୍ସ, ମୋଇନଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ସିରିଜ ବରାବର କଲା ଇଂଲଣ୍ଡ

ଦି ଓଭାଲ: ଆଶେସ କ୍ରିକେଟ ସିରିଜ ରୋମାଂଚକ ଢ଼ଙ୍ଗରେ ଶେଷ ହୋଇଛି । ୫ମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୪୯ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨-୨ରେ ସିରିଜ ବରାବର କରିଛି । ଏଥିସହ ଇଂଲଣ୍ଡ ତାଙ୍କ ପ୍ରିୟ ଖେଳାଳି ଷ୍ଟୁଆର୍ଟ ବ୍ରଡଙ୍କୁ ମଧ୍ୟ ଅବସର ଭେଟି ପ୍ରଦାନ କରିଛି । ୩୮୪ ରନର ବିଜୟ…

ଜଣାଶୁଣା ଯନ୍ତ୍ରୀ ସୁଧିର ନାରାୟଣଙ୍କ ପରଲୋକ

ଭୁବନେଶ୍ୱର: ଜଣାଶୁଣା ଯନ୍ତ୍ରୀ ସୁଧିର କୁମାର ସମରେନ୍ଦ୍ର ନାରାୟଣଙ୍କ ଦେହାନ୍ତ ହୋଇଛି । ଏସକେଏସ୍ ନାଁରେ ଖ୍ୟାତି ଅର୍ଜନ କରିଥିବା ସୁଧିର ନାରାୟଣଙ୍କ ଦେହାନ୍ତ ସୋମବାର ସନ୍ଧ୍ୟାରେ ହୋଇଛି । ସୁଧିର ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ୧୯୪୨ ମାର୍ଚ୍ଚ ୨୪ରେ କରଞ୍ଜିଆରେ ଜନ୍ମ ଗ୍ରହଣ…

ଅଷ୍ଟ୍ରେଲିଆରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା

ସିଡନୀ: ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା ବୋଲି ଜଣାପଡିଛି । ତଦନ୍ତ ପରେ ଅଧିକାରୀମାନେ ଏହା ରକେଟର ଅଂଶ ବୋଲି ସ୍ପଷ୍ଟ କରିଛନ୍ତି । ଜୁଲାଇ ମଧ୍ୟଭାଗରେ ଜୁରିଅନ ବେ ନିକଟରେ ରକେଟର ଏହି ଅଂଶ ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତୁକୁ ପୋଲିସ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ଗେଲ୍ ଇଣ୍ଡିଆ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଥିବା ସମସ୍ତ ସାତୋଟି ଗ୍ରାମୀଣ କ୍ୟାମ୍ପସରେ ଟେଲି ହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ GAIL ଇଣ୍ଡିଆ ସହ ସେଞ୍ଚୁରିଅନ୍ ୟୁନିଭରସିଟି ହାତ ମିଳାଇଛି । ଗ୍ରାମର ଗରିବ ଲୋକ, ଯେଉଁମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ,…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ । ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ…

ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ…