Latest Odisha News

BREAKING NEWS

ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ, ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ

ରାଉରକେଲା: ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ। ବାଇକ୍‌ରେ ୨ CRPF ଯବାନ ଆସୁଥିବା ବେଳେ ବିସ୍ଫୋରଣ ହୋଇଛି। IED ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ। ସୂଚନା ଅନୁସାରେ ଝାଡ଼ଖଣ୍ଡର ସିଆରପିଏଫ କ୍ୟାମ୍ପରେ ମହୁମାଛି ଆକ୍ରମଣରେ ଯବାନ ଆହତ ହୋଇଥିଲେ। ଯବାନଙ୍କୁ ଚିକିତ୍ସା ପାଇଁ…

କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର। ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର କେନ୍ଦୁଝରର…

ଥମୁନି ଯାତ୍ରା କଳି: ବାପି ପଣ୍ଡାଙ୍କୁ କ୍ଷମା ମାଗିବାକୁ ଦାବି କଲେ ଯାତ୍ରା ମାଲିକ

ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କଳାକାର ଓ ଯାତ୍ରା ପାର୍ଟି ମାଲିକମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଯାତ୍ରା ମାଲିକମାନେ କଳାକାରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା କ୍ଷମା ନ ମାଗିଲେ…

୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର: ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ। ଏପ୍ରିଲ ୧୯ରୁ ୨୬ ତାରିଖ ଯାଏ ୭ ଦିନିଆ ବିଦେଶ ଗସ୍ତ କରିବେ। ଆଜି ଅନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଫ୍ଲାଗଅପ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ମୋଟ ୧୪ ଜଣ କୃଷକ ଓ ୧୪ଜଣ ଅଫିସର ଏହି ଗସ୍ତରେ ଯାଉଛନ୍ତି।…

‘ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ଚାଲିଛି ମରାମତି’

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି ସକାଳେ ଜଷ୍ଟିସ ବିଶ୍ୱନାଥ ରଥ ମହାପ୍ରଭୁଙ୍କ ଦର୍ଶନ କରି ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିବା ପରେ…

ବାରମ୍ବାର ମୁଣ୍ଡବ୍ୟଥା ହେଉଛି ! ହେଇପାରେ ଏହି ବଡ ରୋଗ…

ଭୁବନେଶ୍ବର: ମୁଣ୍ଡବ୍ୟଥା କେବେନା କେବେ ସମସ୍ତଙ୍କୁ ହୋଇଥାଏ । ଏହା ସାଧରଣ କଥା । କାରଣ ମାନସିକ ଚାପ, ନିଦ ଅଭାବ, ପାଗର ହଠାତ୍ ପରିବର୍ତ୍ତନ ମୁଣ୍ଡବିନ୍ଧାର କାରଣ ହୋଇପାରେ । କିନ୍ତୁ ଦେଖିଥିବେ କିଛି ଜଣଙ୍କର ଲଗାତାର ଅସହ୍ୟ ମୁଣ୍ଡ ବିନ୍ଧା ହୁଏ କିମ୍ବା ଘଣ୍ଟା ଘଣ୍ଟା ଧରି ମୁଣ୍ଡ ବିନ୍ଧେ…

ଋଷ, ୟୁକ୍ରେନକୁ ଆମେରିକାର ଅଲଟିମେଟମ୍

ନୂଆଦିଲ୍ଲୀ: ଋଷ, ୟୁକ୍ରେନକୁ ଅଲଟିମେଟମ ଦେଲେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଯଦି ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ନେଇ ସ୍ପଷ୍ଟ ସଂକେତ ନମିଳେ ତେବେ ପଛକୁ ହଟିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ନେଇ ଉଦ୍ୟମ ସପ୍ତାହ ସପ୍ତାହ କିମ୍ବା…

ବିହାର ନିର୍ବାଚନ: କାହିଁକି ମିଥିଳାଞ୍ଚଳକୁ ଫୋକସ୍?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ମିଥିଳାଞ୍ଚଳ । ନୀତିଶ କୁମାରଙ୍କ ନେତୃତ୍ବାଧୀନ ଶାସକ ଏନଡିଏ ହେଉ କି ବିରୋଧୀ ମହାଗଠବନ୍ଧନ, ସବୁ ଦଳର ଫୋକସରେ ରହିଛି ବିହାରର ଏହି ଅଞ୍ଚଳ । ମିଥିଳାଞ୍ଚଳର ଝଞ୍ଜାରପୁରରୁ ବିହାର ନିର୍ବାଚନ ପାଇଁ…

ନବମ ଥର ନବୀନ…ଆଗରେ ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ଛଡା ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ଆଗରେ ଏଥର ଅନେକ ଚ୍ୟାଲେଞ୍ଜ । ୨୪ବର୍ଷ ଧରି କ୍ଷମତାରେ…

ସାତକୋଶିଆରେ ଛଡାଗଲା ୭ଟି ଘଡିଆଳ କୁମ୍ଭୀର

ନୟାଗଡ଼: ସାତକୋଶିଆରେ ଛଡାଗଲା ୭ଟି ଘଡିଆଳ କୁମ୍ଭୀର। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୭ଗୋଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଛି। ସେଥିରେ ୫ଗୋଟି…