ଇରାନ ଉପରେ ଆକ୍ରମଣ ବେଳେ ଭାରତୀୟ ଆକାଶ ପଥ ବ୍ୟବହାର କରିଥିଲା କି ଆମେରିକା?
ନୂଆଦିଲ୍ଲୀ: ଆମେରିକାର ଲଢ଼ୁଆ ବିମାନ ଇରାନ ବିରୁଦ୍ଧରେ ଆକ୍ରମଣ କରିବା ପାଇଁ ଭାରତୀୟ ଆକାଶ ସୀମା ବ୍ୟବହାର କରିଥିବା କିଛି ସୋସିଆଲ ମିଡିଆର ଦାବିକୁ ଭାରତ ଖାରଜ କରିଛି। ଆମେରିକା ତିନୋଟି ଇରାନ ପରମାଣୁ ସ୍ଥାନ ଉପରେ ବୋମା ପକାଇଥିଲା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପ୍ରତିଶୋଧ…