ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚରେ ଭୂମିକମ୍ପ
ମୀରପୁର: ଟେଷ୍ଟ କ୍ରିକେଟ ଇତିହାସରେ ଅନେକ ଥର ଭିନ୍ନ ଭିନ୍ନ କାରଣ ଯୋଗୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ସ୍ଥାନୀୟ ଶେର ବାଂଲା ଜାତୀୟ ଷ୍ଟାଡିୟମରେ ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚ ଚାଲିଥିବା ବେଳେ ହଠାତ ଏହାକୁ ରୋକା ଯାଇଥିଲା । ଶୁକ୍ରବାର ଏଠାରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା ।…