Latest Odisha News

BREAKING NEWS

ଆସନ୍ତୁ ଜାଣିବା ହୋଲିର ବୈଜ୍ଞାନିକ ଦିଗ

ରଙ୍ଗର ପର୍ବ ହୋଲି । ଏହାର ପାରମ୍ପାରିକ ଓ ଧାର୍ମିକ କାରଣ ସମ୍ପର୍କରେ ଉଣା ଅଧିକେ ସମସ୍ତେ ଜାଣିଥିବେ । ଆମର ପୂଜା ଶୈଳୀ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଭିତିକ । ସେ ପାଣିରେ ତମ୍ବା ପକାଇବା ହେଉ କିମ୍ବା ଘଂଟ ବାଡେଇ ପ୍ରଦୂଷଣ ଦୂର କରିବା । ଆସନ୍ତୁ ଏବେ ଆମେ ଜାଣିବା ହୋଲି ଖେଳିବା ପଛର…

ପଠାନ ପରେ ଧୂମ ୪ରେ ଶାହାରୁଖ-ସିଦ୍ଧାର୍ଥ ଯୋଡି

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୂମ ୪ରେ ୟଶରାଜ ପ୍ରଡକ୍ସନ ଶାହାରୁଖଙ୍କୁ ନେବା ଚୂଡାନ୍ତ ହୋଇଛି । ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେବେ । ପଠାନ ପରେ ୟଶରାଜ ବ୍ୟାନରର…

ରାହୁଲଙ୍କ ବୟାନ କେତେ ସତ କେତେ ମିଛ?

ଭୁବନେଶ୍ୱର: ଦେଶରେ ଭାରତ ଯୋଡୋ ଯାତ୍ରା କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବିଦେଶ ମାଟିରେ ବି ଚର୍ଚ୍ଚାରେ। ଏଥର ବିଦେଶ ମାଟିରେ ଭାରତର ଗଣତନ୍ତ୍ର ବିପଦରେ ଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରାହୁଲ। ବ୍ରିଟେନ ଗସ୍ତରେ ଥିବା ରାହୁଲ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇ…

ବ୍ରହ୍ମଗିରିରେ ବେବିଙ୍କ ପରେ ଉପାସନା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଧୀରେ ଧୀରେ ପାଖେଇ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ବଢୁଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିବଙ୍ଗତ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର…

ବସ ଭିତରେ ହୋଲି ଖେଳିଲେ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ । ଭାରତୀୟ କ୍ରିକେଟ ଟିମ ଏଥିରେ ବିଜୟ ହାସଲ କରି ସିରିଜ ହାତେଇବା ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ଭାରତ ସିରିଜରେ ୨-୧ରେ ଅଗ୍ରଣୀ ରହିଛି ।…

ପ୍ରେମିକା ରକ୍ତରେ ହୋଲି ଖେଳିଲା ଶୈତାନ ପ୍ରେମିକ

ବଲାଙ୍ଗୀର : ପ୍ରେମିକ ଛୁରୀ ଚୋଟରେ ପ୍ରେମିକା ଗୁରୁତର  । ଏବେ ପୋଲିସ ହେପାଜତରେ ପ୍ରେମିକ । ଆଉ ସେପଟେ ହସପିଟାଲ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରେମିକା । ଏପରି ଘଟଣା ଵଲାଙ୍ଗିର ସହର କନପାଳି ପଡ଼ାରେ ଘଟିଛି । ଚଟିଆପାଲି ଗାଁ ର ଜଣେ ଯୁବତୀ ଵଲାଙ୍ଗିରରେ ଏକ ଭଡା ଘରେ ରହୁଥିଲେ…

ଦୋଳ ପୂର୍ଣ୍ଣିମାରେ ଅବିର ଖେଳରେ ମାତିଛନ୍ତି ଦୋଳଗୋବିନ୍ଦ

ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଠାରୁ ସହର ସବୁଠାରେ ଫଗୁଣର ଫଗୁର ରଙ୍ଗରେ ଉତ୍ସବ ମୁଖର ପରିବେଶ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା । ରତ୍ନ…

କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କା ଆତ୍ମସାତ  

ନୂଆପଡ଼ା : ପୁଣି ସାମ୍ନାକୁ ଆସିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିଭାଗର ଦୁର୍ନୀତି । ପୂର୍ବରୁ ଅନେକ ଥର ଏହି ବିଭାଗରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ବର୍ତ୍ତମାନ ଏହା ଦ୍ଵିଗୁଣିତ ହୋଇଛି । କେନାଲରେ ନିମ୍ନମାନର କାମ କରି ଆତ୍ମସାତ କରୁଛନ୍ତି କୋଟି କୋଟି ଟଙ୍କା  ।…

ନବ ଦାସ ହତ୍ୟା ଘଟଣାରେ ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ; ହତ୍ୟା ପଛରେ ରହିଛି ବ୍ୟକ୍ତିଗତ ଶତ୍ରୁତା

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ପଛରେ ଥିବା ଷଡଯନ୍ତ୍ର ଆଉ ସନ୍ଦେହ ଭିତରେ ନାହିଁ । ଏହା ପ୍ରମାଣିତ ହୋଇ ସାରିଛି  । ଏହା ପଛରେ ରହିଛି ବ୍ୟକ୍ତଗତ ଶତ୍ରୁତା ଏବଂ ପାରିବାରିକ ଷଡଯନ୍ତ୍ର ।…

ତାହାହେଲେ ସାରା ନୁହେଁ ଏହି ହୀରୋଇନଙ୍କୁ ଭଲ ପାଉଛନ୍ତି ଶୁଭମନ

ମୁମ୍ବାଇ: ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସାରା ଅଲୀ ଖାଁଙ୍କ ସହ ତାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏବେ ରଶ୍ମିମା ମାନ୍ଦନାଙ୍କ ସହ ତାଙ୍କ ସମ୍ପର୍କ ଏଥିରେ ଆଉ ଏକ ଅଧ୍ୟାୟ ଯୋଡିଛି । ଏହା ସତ ନା ଗୁଜବ ତାହା…