ୟୁପିଏସ୍ସି ସିଭିଲ ସର୍ଭିସ ପରୀକ୍ଷାରେ ଚମକିଲେ ଓଡିଆ; ୪୮ତମ ସ୍ଥାନରେ ରିତିକା ରଥ
ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି । ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଏଠାରେ କ୍ଲିକ୍ କରି ସେମାନଙ୍କର ଫଳାଫଳ ଦେଖିପାରିବେ । ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ…