ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !
ଭୁବନେଶ୍ହର: ଆମେ ଦୁବ ଘାସ ପୂଜାରେ ବ୍ୟବହାର କରୁ । ଏହି ଘାସ ପ୍ରଭୁ ଗଣେଶଙ୍କ ଅତି ପ୍ରିୟ । ତେବେ ଜାଣିଛନ୍ତି ଏହି ଦୁବ ଘାସ ଶାରୀରିକ ଅସୁସ୍ଥତା ଓ ରୋଗ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ଏହା ଦୁବ ଘାସକୁ ।
ସକାଳେ…