ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା
ଭୁବନେଶ୍ୱର: ରାଜ୍ୟ ସରକାର ଯଦି ଏକ ମାସ ମଧ୍ୟରେ ଡିଏସିପି ଲାଗୁ କରିବା ସହିତ ୭ ଦଫା ଦାବି ପୂରଣ ନ କରନ୍ତି ତେବେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ (ଓଏମଏସଏ) ସମୂହ ଇସ୍ତଫା ଦେବାକୁ ଧମକ ଦେଇଛି।
ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାଧାରଣ ପରିଷଦ ବୈଠକ ପରେ ଡାକ୍ତର ସଂଘ ସେମାନଙ୍କର…