ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍
ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମଥର ପାଇଁ ଏପରି ଦୌଡ଼ ଚୀନ୍ରେ ଦେଖିବାକୁ ମିଳିଛି; ଯେଉଁଥିରେ ମଣିଷ ସହିତ ରୋବୋଟମାନଙ୍କୁ ମଧ୍ୟ ଦୌଡୁଥିବାର ଦେଖାଯାଇଥିଲା। ଶନିବାର ଦିନ ଚୀନ୍ ବିଶ୍ୱର ପ୍ରଥମ ହ୍ୟୁମାନୋଏଡ୍ ରୋବୋଟ୍ ମାରାଥନ୍ ଆୟୋଜନ କରିଥିଲା। ଏଥିରେ,୨୧ ରୋବୋଟ୍ ମଣିଷଙ୍କ ସହିତ ଦୌଡ଼ିଥିଲେ।…