Latest Odisha News

BREAKING NEWS

ହୁତୁ ହୁତୁ ହୋଇ ଜଳିଗଲା କାର୍‌ ସୋ’ରୁମ୍‌, ନିଆଁ ଲିଭାଇବାରେ ଲାଗିଛି ୧୦ରୁ ଅଧିକ ଦମକଳ

ବ୍ରହ୍ମପୁର: ହଳଦିଆପଦରରେ କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ବସ୍‌ ଟର୍ମିନାଲ୍‌ ନିକଟରେ ଥିବା ଏକ କାର୍‌ ସୋ’ରୁମ୍‌ରେ ଶନିବାର ସକାଳେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍‌ ଭିତରୁ ହଠାତ୍‌ ଧୂଆଁ ବାହାରିବା ପରେ…

ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଡରାଉଛି ସ୍କ୍ରବ୍ ଟାଇଫସ୍। ଓଡ଼ିଶାକୁ ପୁଣି ଫେରିଲାଣି ସ୍କ୍ରବ୍ ଟାଇଫସ୍ ରୋଗ। ରାଜ୍ୟରେ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେହିପରି ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର…

ସାବଧାନ! ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ: ନକଲି ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ଭୁବନେଶ୍ୱର: ହାଇପ୍ରୋଫାଇଲ ଅନ୍ଦାଜରେ ସୁନା ଠକେଇ। ନକଲି ସୁନା ବଦଳାଇ ଅସଲି ସୁନା ନେଇ ଠକୁଛନ୍ତି ନଣନ୍ଦ-ଭାଉଜ। ରାଜଧାନୀରେ ବୁଲୁଛନ୍ତି ଏହି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା ।…

ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା: ୩୨୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୫୮୭…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହେବ ଲଘୁଚାପ, ପୁଣି ବଢିବ ବର୍ଷାର ପ୍ରକୋପ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପୁଣି ଡରାଉଛି ଲଘୁଚାପ ବର୍ଷା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷକରି ଉତ୍ତର ଓଡ଼ିଶା,…

Indian Pilgrims Recall Nepal Horror:’ବନ୍ୟାଜଳ ମାତ୍ର ୧୦୦ ମିଟର ଦୂରରେ ଥିଲା; ଭଗବାନ…

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନେପାଳରୁ ଉଦ୍ଧାର ହୋଇ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ MOU ସ୍ୱାକ୍ଷରିତ;ଡାଲି ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ …

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷର କରିଛନ୍ତି। ଡିଜିଟାଲ୍ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଏବଂ ପୋଷଣ…

Delhi ‘spy couple’:ISIର ଗୁପ୍ତଚର ନେଟୱାର୍କ ଠାବ… ସ୍ପେଶାଲ୍ ସେଲ୍ ଦ୍ୱାରା ଏକ ଦମ୍ପତି ଗିରଫ; ପାକିସ୍ତାନକୁ…

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ୍ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ସହିତ ଜଡ଼ିତ ଏକ ବଡ଼ ଧରଣର ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ଦିଲ୍ଲୀ-ଏନସିଆର୍ (NCR) ଅଞ୍ଚଳରେ ରହୁଥିବା ସାହିଲ୍ ଏବଂ ସମୀରା ନାମକ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି । ପୋଲିସ୍ କହିଛି ଯେ, ୨୦୨୪…

ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ନୟାଗଡ଼ ଚିନି କଳ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି । ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ…

ଏସୀୟ କ୍ରୀଡ଼ା: ଜାପାନର ସୁବିଧା ସୁଯୋଗକୁ ନେଇ ବିସିସିଆଇ ଅସନ୍ତୁଷ୍ଟ, କିନ୍ତୁ ପୂର୍ଣ୍ଣାଙ୍ଗ ଦଳ ପଠାଇବ

ଏସୀୟ କ୍ରୀଡ଼ା  ଆରମ୍ଭ ହେବାକୁ କମ୍ ସମୟ ବାକି ଥିବା ବେଳେ ଏହାର ଆୟୋଜକ ସହର ଜାପାନର ଆଇଚି-ନାଗୋୟାଠାରେ କ୍ରିକେଟ୍ ପାଇଁ କରାଯାଇଥିବା ସୁବିଧା ସୁଯୋଗକୁ ନେଇ ବିସିସିଆଇ ଏବଂ ଏସୀୟ କ୍ରିକେଟ୍ କାଉନସିଲ୍ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ରହିବା ଓ…